ଜଣେ ନକ୍ସଲ କମାଣ୍ଡର ସମେତ ୫ ମିଲିସିଆ ନକ୍ସଲଙ୍କ ଆତ୍ମସମର୍ପଣ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଚିନ୍ତାଗୁଫା ଥାନା ଅଞ୍ଚଳରେ ବିଭିନ୍ନ ନକ୍ସଲ ହିଂସାକାଣ୍ଡ ଜଡ଼ିତ ଥିବା ପାଞ୍ଚ ଜଣ ମିଲିସିଆ ନକ୍ସଲ ପୁଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି। ଏଥିରେ ଜଣେ ଏକ ଲକ୍ଷ ଇନାମୀ ମିଲିସିଆ କମାଣ୍ଡର ଥିବା ସୁକମା ପୁଲିସ ପକ୍ଷରୁ ସୂଚନା ମିଳିଛି। ଛତିଶଗଡ ସରକାରଙ୍କ “ଛତିଶଗଡ ନକ୍ସଲବାଦ ବିଲୋପ ନୀତି” ଏବଂ ସୁକମା ପୁଲିସ ଦ୍ୱାରା ପରିଚାଳିତ “ପୁନା ନାରକମ୍ ଅଭିଆନ୍” ଅଧୀନରେ ବିଶ୍ୱାସ, ବିକାଶ ଏବଂ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଚିନ୍ତାଗୁଫା ଥାନା ଅଞ୍ଚଳରେ ବିଭିନ୍ନ ନକ୍ସଲ ହିଂସାକାଣ୍ଡ ଜଡ଼ିତ ଥିବା ପାଞ୍ଚ ଜଣ ମିଲିସିଆ ନକ୍ସଲ ପୁଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି। ଏଥିରେ ଜଣେ ଏକ ଲକ୍ଷ ଇନାମୀ ମିଲିସିଆ କମାଣ୍ଡର ଥିବା ସୁକମା ପୁଲିସ ପକ୍ଷରୁ ସୂଚନା ମିଳିଛି। ଛତିଶଗଡ ସରକାରଙ୍କ “ଛତିଶଗଡ ନକ୍ସଲବାଦ ବିଲୋପ ନୀତି” ଏବଂ ସୁକମା ପୁଲିସ ଦ୍ୱାରା ପରିଚାଳିତ “ପୁନା ନାରକମ୍ ଅଭିଆନ୍” ଅଧୀନରେ ବିଶ୍ୱାସ, ବିକାଶ ଏବଂ ନିରାପତ୍ତା ଦ୍ୱାରା ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଛନ୍ତି। ଏହି ପାଞ୍ଚ ନକ୍ସଲଙ୍କୁ ଏକ ପ୍ରୋତ୍ସାହନ ରୂପେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇବା । ସରକାରଙ୍କ ପୁନର୍ବାସ ଯୋଜନା ଅଧୀନରେ ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଆଗାମୀ କିଛି ଦିନରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

11 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର