ଭୋଟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶରେ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଦାନ ଜାରି ରହିଥିବାବେଳେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ମତଦାନ କରିଛନ୍ତି। ସେ ଦିଲ୍ଲୀର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିବା ଦେଖିବାକୁ ମିଳିଛି। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଭୋଟ ଦେଇଛନ୍ତି। ସେ ତାଙ୍କ ପତ୍ନୀ ସୁଦେଶ ଧନଖଡଙ୍କ ସହିତ ଦିଲ୍ଲୀର ଏକ ବୁଥରେ ମତଦାନ କରିଛନ୍ତି।  ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀ ସମସ୍ତ ୭ଟି ଯାକ ଲୋକସଭା ଆସନରେ ଭୋଟଗ୍ରହଣ […]

ନୂଆଦିଲ୍ଲୀ: ଦେଶରେ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଦାନ ଜାରି ରହିଥିବାବେଳେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ମତଦାନ କରିଛନ୍ତି। ସେ ଦିଲ୍ଲୀର ଏକ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିବା ଦେଖିବାକୁ ମିଳିଛି। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଭୋଟ ଦେଇଛନ୍ତି। ସେ ତାଙ୍କ ପତ୍ନୀ ସୁଦେଶ ଧନଖଡଙ୍କ ସହିତ ଦିଲ୍ଲୀର ଏକ ବୁଥରେ ମତଦାନ କରିଛନ୍ତି।  ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀ ସମସ୍ତ ୭ଟି ଯାକ ଲୋକସଭା ଆସନରେ ଭୋଟଗ୍ରହଣ ଜାରି ରହିଛି।

About The Author: The Sakala