ଚରୁଥିବାବେଳେ ଛିଣ୍ଡି ପଡ଼ିଲା ବିଦ୍ଯୁତ ତାର: ୫ ଗାଈ ମୃତ   

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ପାଟଖଳି ଜୁଆଙ୍ଗ ସାହି ନିକଟରେ ଏକ ଅଘଟଣ ଘଟିଯାଇଛି। ବିଦ୍ୟୁତ ତାର ଛିଣ୍ଡି ୫ ଗାଈଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ବିଦ୍ୟୁତ ତାର ନିକଟରେ ଥିବା ଗଛରେ କେହି ଜଣେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗି ଗଛଟି ବିଦ୍ୟୁତ ତାର ଉପରେ ପଡିଥିଲା। ଫଳରେ ତାର ଛିଣ୍ଡି ତଳେ ଚରୁଥିବା ୫ଗାଈଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ୫ ଗାଈଙ୍କର ମୃତ୍ଯୁ ଘଟିଛି।

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ପାଟଖଳି ଜୁଆଙ୍ଗ ସାହି ନିକଟରେ ଏକ ଅଘଟଣ ଘଟିଯାଇଛି। ବିଦ୍ୟୁତ ତାର ଛିଣ୍ଡି ୫ ଗାଈଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ବିଦ୍ୟୁତ ତାର ନିକଟରେ ଥିବା ଗଛରେ କେହି ଜଣେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗି ଗଛଟି ବିଦ୍ୟୁତ ତାର ଉପରେ ପଡିଥିଲା। ଫଳରେ ତାର ଛିଣ୍ଡି ତଳେ ଚରୁଥିବା ୫ଗାଈଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ୫ ଗାଈଙ୍କର ମୃତ୍ଯୁ ଘଟିଛି।

About The Author: The Sakala