ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ୱେବ ସାମ୍ବାଦିକଙ୍କ ମୃତ୍ଯୁ, ଅନ୍ୟଜଣେ ଗୁରୁତର

ଫୁଲବାଣୀ: ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୱେବ ସାମ୍ବାଦିକଙ୍କ ମୃତ୍ଯୁ ଘଟିଛି।  ଅନ୍ୟ ଜଣେ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି। ମୃତ ସାମ୍ବାଦିକଙ୍କ ନାଁ ବିକାଶ ମିଶ୍ର ବୋଲି ଜଣାପଡ଼ିଛି। ଗୁରୁତର ଥିବା ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

About The Author: The Sakala