ନିଜ ମା’କୁ  ଅନ୍ୟ ତିନି ଜଣଙ୍କ ସହଯୋଗରେ ପିଟିପିଟି ମାରିଦେଲା ଜନ୍ମ କଲା ପୁଅ

The Sakala Picture
Published On

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମର କାଜୁରୀପାଙ୍ଗା ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ମା’ଙ୍କୁ ଅନ୍ୟ ତିନିଜଣଙ୍କ ସହଯୋଗରେ ପିଟିପିଟି ହତ୍ୟା କରିଛି ଜନ୍ମ କଲା ପୁଅ। ଗତ କାଲି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ । ସୂଚନାପ୍ରକରେ, ନିଜ ପୁଅ ସୁନାମ ପରିଛା ଓ ବହୂ ଲିନା ପରିଛାଙ୍କ କିଛି ବର୍ଷ ପୂର୍ବରୁ ଯାଆଁଳା କନ୍ୟା ସନ୍ତାନ ଜନ୍ମ ନେଇଥିଲେ। ପିଲା ଦୁହିଁଙ୍କୁ ପାଳିବାରେ ଅସୁବିଧା ହେବା […]

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମର କାଜୁରୀପାଙ୍ଗା ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ମା’ଙ୍କୁ ଅନ୍ୟ ତିନିଜଣଙ୍କ ସହଯୋଗରେ ପିଟିପିଟି ହତ୍ୟା କରିଛି ଜନ୍ମ କଲା ପୁଅ। ଗତ କାଲି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସୂଚନାପ୍ରକରେ, ନିଜ ପୁଅ ସୁନାମ ପରିଛା ଓ ବହୂ ଲିନା ପରିଛାଙ୍କ କିଛି ବର୍ଷ ପୂର୍ବରୁ ଯାଆଁଳା କନ୍ୟା ସନ୍ତାନ ଜନ୍ମ ନେଇଥିଲେ। ପିଲା ଦୁହିଁଙ୍କୁ ପାଳିବାରେ ଅସୁବିଧା ହେବା ଯୋଗୁଁ ଏକ କନ୍ୟା ସନ୍ତାନଙ୍କୁ ନିଜ ବାପା ଲକପାତି ପରିଛା – ମା’ ପୁଷ୍ପାଞ୍ଜଳୀଙ୍କ ପାଖରେ ଛାଡ଼ି ଦେଇଥିଲେ ଓ ଅନ୍ୟ କନ୍ୟା ସନ୍ତାନକୁ ନିଯେ ପାଳିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏହି କିଛି ଦିନ ପୂର୍ବେ ପୁଷ୍ପାଞ୍ଜଳୀଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା । ଏଣୁ ଗତକାଲି ମାଆଙ୍କ ଶୁଦ୍ଧ କ୍ରିୟା କାର୍ଯ୍ଯରେ ଯୋଗ ଦେବାକୁ ସ୍ୱାମୀ ଲକପତି ସହ ସ୍ତ୍ରୀ ପୁଷ୍ପାଞ୍ଜଳୀ ଓ ନାତୁଣୀ ତିନି ଜଣ ପାଙ୍ଗଲିଗ୍ରାମକୁ ଯାଇଥିଲେ । ଗତକାଲି ସନ୍ଧ୍ୟା ସମୟରେ ପୁଅ ସୁନାମ ଓ ବହୁ ଲିନା ସହିତ ତାଙ୍କ ସହଯୋଗୀ ଅନିଲ ମନ୍ତ୍ରୀ , ଚନ୍ଦ୍ରମା ମନ୍ତ୍ରୀ ଓ ରନି ମନ୍ତ୍ରୀ ପହଞ୍ଚି ସୁନାମର ଝିଅ ତଥା ପୁଷ୍ପାଞ୍ଜଳୀଙ୍କ ନାତୁଣୀଙ୍କୁ ଜୋର ଯୋବର୍ ଦସ୍ତ୍ ନେବା ପାଇଁ ପ୍ରୟାସ କରିଥିଲେ। ଛୁଆଟି ଜେଜେମାଙ୍କୁ ଛାଡ଼ି ଯିବାକୁ ରାଜି ହୋଇ ନ ଥିବା ହେତୁ ବାପା ସୁନାମ ଝିଅଙ୍କୁ ଏକ ଚାପୁଡ଼ା ମଧ୍ୟ ମାରିଥିଲେ । ଏହି ଘଟଣାକୁ ଜେଜେମା ପୁଷ୍ପାଞ୍ଜଳୀ ବିରୋଧ କରିବାରୁ ପୁଅ ଓ ବହୁ ମାଆଙ୍କୁ ଘୋଷାରି ଦାଣ୍ଡକୁ ଆଣି ଅନ୍ୟ ତିନି ଜଣଙ୍କ ସହଯୋଗରେ ପିଟିପିଟି ମାରିଥିଲେ । ପରେ ନିଜ ଆତ୍ମୀୟଙ୍କ ସହାୟତାରେ ପୁଷ୍ପାଞ୍ଜଳୀଙ୍କୁ ଗୁରୁତ୍ୱର ଅବସ୍ଥାରେ ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏବଂ ସେଠାରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣା କୁ ନେଇ ଦାରିଙ୍ଗବାଡିର ଥାନା ରେ ୬୬/୨୦୨୩ ମୋକଦମା ରୁଜୁକରି ଅଭିଯୁକ୍ତ ସୁନାମଙ୍କ ସହିତ ଅନ୍ୟ ମାନଙ୍କ ଅଟକ ରଖି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ କୈସିକ ମାଝୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

16 Apr 2023 By The Sakala

ନିଜ ମା’କୁ  ଅନ୍ୟ ତିନି ଜଣଙ୍କ ସହଯୋଗରେ ପିଟିପିଟି ମାରିଦେଲା ଜନ୍ମ କଲା ପୁଅ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମର କାଜୁରୀପାଙ୍ଗା ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜ ମା’ଙ୍କୁ ଅନ୍ୟ ତିନିଜଣଙ୍କ ସହଯୋଗରେ ପିଟିପିଟି ହତ୍ୟା କରିଛି ଜନ୍ମ କଲା ପୁଅ। ଗତ କାଲି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ ।

ସୂଚନାପ୍ରକରେ, ନିଜ ପୁଅ ସୁନାମ ପରିଛା ଓ ବହୂ ଲିନା ପରିଛାଙ୍କ କିଛି ବର୍ଷ ପୂର୍ବରୁ ଯାଆଁଳା କନ୍ୟା ସନ୍ତାନ ଜନ୍ମ ନେଇଥିଲେ। ପିଲା ଦୁହିଁଙ୍କୁ ପାଳିବାରେ ଅସୁବିଧା ହେବା ଯୋଗୁଁ ଏକ କନ୍ୟା ସନ୍ତାନଙ୍କୁ ନିଜ ବାପା ଲକପାତି ପରିଛା – ମା’ ପୁଷ୍ପାଞ୍ଜଳୀଙ୍କ ପାଖରେ ଛାଡ଼ି ଦେଇଥିଲେ ଓ ଅନ୍ୟ କନ୍ୟା ସନ୍ତାନକୁ ନିଯେ ପାଳିଥିଲେ।

ଏହି କିଛି ଦିନ ପୂର୍ବେ ପୁଷ୍ପାଞ୍ଜଳୀଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା । ଏଣୁ ଗତକାଲି ମାଆଙ୍କ ଶୁଦ୍ଧ କ୍ରିୟା କାର୍ଯ୍ଯରେ ଯୋଗ ଦେବାକୁ ସ୍ୱାମୀ ଲକପତି ସହ ସ୍ତ୍ରୀ ପୁଷ୍ପାଞ୍ଜଳୀ ଓ ନାତୁଣୀ ତିନି ଜଣ ପାଙ୍ଗଲିଗ୍ରାମକୁ ଯାଇଥିଲେ । ଗତକାଲି ସନ୍ଧ୍ୟା ସମୟରେ ପୁଅ ସୁନାମ ଓ ବହୁ ଲିନା ସହିତ ତାଙ୍କ ସହଯୋଗୀ ଅନିଲ ମନ୍ତ୍ରୀ , ଚନ୍ଦ୍ରମା ମନ୍ତ୍ରୀ ଓ ରନି ମନ୍ତ୍ରୀ ପହଞ୍ଚି ସୁନାମର ଝିଅ ତଥା ପୁଷ୍ପାଞ୍ଜଳୀଙ୍କ ନାତୁଣୀଙ୍କୁ ଜୋର ଯୋବର୍ ଦସ୍ତ୍ ନେବା ପାଇଁ ପ୍ରୟାସ କରିଥିଲେ। ଛୁଆଟି ଜେଜେମାଙ୍କୁ ଛାଡ଼ି ଯିବାକୁ ରାଜି ହୋଇ ନ ଥିବା ହେତୁ ବାପା ସୁନାମ ଝିଅଙ୍କୁ ଏକ ଚାପୁଡ଼ା ମଧ୍ୟ ମାରିଥିଲେ । ଏହି ଘଟଣାକୁ ଜେଜେମା ପୁଷ୍ପାଞ୍ଜଳୀ ବିରୋଧ କରିବାରୁ ପୁଅ ଓ ବହୁ ମାଆଙ୍କୁ ଘୋଷାରି ଦାଣ୍ଡକୁ ଆଣି ଅନ୍ୟ ତିନି ଜଣଙ୍କ ସହଯୋଗରେ ପିଟିପିଟି ମାରିଥିଲେ । ପରେ ନିଜ ଆତ୍ମୀୟଙ୍କ ସହାୟତାରେ ପୁଷ୍ପାଞ୍ଜଳୀଙ୍କୁ ଗୁରୁତ୍ୱର ଅବସ୍ଥାରେ ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏବଂ ସେଠାରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣା କୁ ନେଇ ଦାରିଙ୍ଗବାଡିର ଥାନା ରେ ୬୬/୨୦୨୩ ମୋକଦମା ରୁଜୁକରି ଅଭିଯୁକ୍ତ ସୁନାମଙ୍କ ସହିତ ଅନ୍ୟ ମାନଙ୍କ ଅଟକ ରଖି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ କୈସିକ ମାଝୀ ସୂଚନା ଦେଇଛନ୍ତି ।

https://www.thesakala.in/latest-odisha-news/kandhamal/son-killed-his-mother-with-the-help-of-three-others/article-20798
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର