ଶୌଚହେବାକୁ ଯାଇଥିବା ବେଳେ ନଦୀରେ ଭାସିଗଲେ ଯୁବକ

ଜଗତସିଂହପୁର: ମହାନଦୀରେ ଜଣେ ଯୁବକ ଭାସିଯାଇଥିବା ଜଣାପଡ଼ିଛି।  କ୍ରିଷ୍ଣାନନ୍ଦପୁର ଗଜିପୁର ନିକଟରେ ଏଭଳି ଅଭାବନୀୟ ଅଘଟଣ ଘଟିଛି। ଶୌଚ ହେବାକୁ ଯାଇଥିବା ବେଳେ ନଦୀରେ ଉକ୍ତ ଯୁବକ ଜଣଙ୍କ ଭାସିଯାଇଥିବା ଜଣାପଡ଼ିଛି। ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ଯ ଉକ୍ତ ଯୁବକଙ୍କୁ ଠାବ କରି ପାରି ନ ଥିଲେ। ଅନ୍ଧାର ହେବାରୁ ତିର୍ତ୍ତୋଲ ଅଗ୍ନିଶମ ଘଟଣା ସ୍ଥାନରୁ ଫେରି ଆସିଥିବା ଜଣାପଡ଼ିଛି। ସେ ଘରରେ ଏକ ମାତ୍ର ରୋଜଗରିଆ ପୁଅ ଥିଲେ।  ଏହି […]

ଜଗତସିଂହପୁର: ମହାନଦୀରେ ଜଣେ ଯୁବକ ଭାସିଯାଇଥିବା ଜଣାପଡ଼ିଛି।  କ୍ରିଷ୍ଣାନନ୍ଦପୁର ଗଜିପୁର ନିକଟରେ ଏଭଳି ଅଭାବନୀୟ ଅଘଟଣ ଘଟିଛି। ଶୌଚ ହେବାକୁ ଯାଇଥିବା ବେଳେ ନଦୀରେ ଉକ୍ତ ଯୁବକ ଜଣଙ୍କ ଭାସିଯାଇଥିବା ଜଣାପଡ଼ିଛି। ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ଯ ଉକ୍ତ ଯୁବକଙ୍କୁ ଠାବ କରି ପାରି ନ ଥିଲେ। ଅନ୍ଧାର ହେବାରୁ ତିର୍ତ୍ତୋଲ ଅଗ୍ନିଶମ ଘଟଣା ସ୍ଥାନରୁ ଫେରି ଆସିଥିବା ଜଣାପଡ଼ିଛି। ସେ ଘରରେ ଏକ ମାତ୍ର ରୋଜଗରିଆ ପୁଅ ଥିଲେ।  ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

About The Author: The Sakala