ପାଣି ଉଠାଇବା ସମୟରେ ନଦୀରେ ଭାସିଗଲେ କାଉଡ଼ିଆ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଅପଣ୍ଡରା ବେଲପୁର ଠାରେ ଅଭାବନୀୟ ଘଟଣା ଘଟିଛି।  ଦେବୀ ନଦୀରେ ଜଣେ କାଉଡ଼ିଆ ଭାସିଯାଇଥିବା ଜଣାପଡ଼ିଛି। ନଦୀରୁ ପାଣି ଉଠାଇବା ସମୟରେ ଉକ୍ତ କାଉଡିଆ ଜଣଙ୍କ ସୁଅରେ ଭାସିଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି  ଖୋଜାଖୋଜି ଆରମ୍ଭ କରିଛି।

About The Author: The Sakala