ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ପରୀକ୍ଷା ଫଳ

ଭୁବନେଶ୍ୱର: ସିଆଇଏସ୍‍ସିଇ(କାଉନ୍ସିଲ୍‍ ଫର୍‍ ଦ ଇଣ୍ଟିଆନ୍‍ ସ୍କୁଲ ସାର୍ଟିଫିକେଟ୍‍ ଏକଜାମିନେସନ) ପକ୍ଷରୁ ଦଶମ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଅପରାହ୍ଣ ୫ଟାରେ ଆଇସିଏସଇ ବୋର୍ଡ଼ ଅଧୀନସ୍ଥ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ www.cisce.org ୱେବସାଇଟ୍‍ ଜରିଆରେ ଉପଲବ୍ଧ ହେବା ସହ ଏସଏମଏସ ଦ୍ୱାରା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଫଳ ପାଇ ପାରିବେ। ଛାତ୍ରଛାତ୍ରୀମାନେ ଆଇସିଏସଇ(ରୋଲ ନମ୍ବର) ଟାଇପ୍‍ କରି ୦୯୨୪୮୦୮୨୮୮୩ କୁ ଏସଏମଏସ ପଠାଇ ରେଜଲ୍ଟ ମଧ୍ୟ ପାଇ ପାରିବେ। ତେବେ […]

ଭୁବନେଶ୍ୱର: ସିଆଇଏସ୍‍ସିଇ(କାଉନ୍ସିଲ୍‍ ଫର୍‍ ଦ ଇଣ୍ଟିଆନ୍‍ ସ୍କୁଲ ସାର୍ଟିଫିକେଟ୍‍ ଏକଜାମିନେସନ) ପକ୍ଷରୁ ଦଶମ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଅପରାହ୍ଣ ୫ଟାରେ ଆଇସିଏସଇ ବୋର୍ଡ଼ ଅଧୀନସ୍ଥ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ www.cisce.org ୱେବସାଇଟ୍‍ ଜରିଆରେ ଉପଲବ୍ଧ ହେବା ସହ ଏସଏମଏସ ଦ୍ୱାରା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଫଳ ପାଇ ପାରିବେ। ଛାତ୍ରଛାତ୍ରୀମାନେ ଆଇସିଏସଇ(ରୋଲ ନମ୍ବର) ଟାଇପ୍‍ କରି ୦୯୨୪୮୦୮୨୮୮୩ କୁ ଏସଏମଏସ ପଠାଇ ରେଜଲ୍ଟ ମଧ୍ୟ ପାଇ ପାରିବେ। ତେବେ ଦୁଇଟି ଟର୍ମ ପରୀକ୍ଷାକୁ ଭିତ୍ତି କରି ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ।

About The Author: The Sakala