ରେଢାଖୋଲ: ରେଢାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ । ଗତକାଲି ସନ୍ଧ୍ୟାରେ ରାଇଲ ଗ୍ରାମକୁ କୌଣସି କାମରେ ଯାଇଥିବା ବେଳେ ଧାତୁକିମାଳ ଛକରେ ତାଙ୍କୁ କେହି ହତ୍ୟା କରି ପକେଇ ଦେଇଥିବା ସୂଚନା । କିଏ କାହିଁକି ତାଙ୍କୁ ହତ୍ୟା କରିଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଜିଆରଏସ ଜଣଙ୍କ ନା ଦିନବନ୍ଧୁ ଦାସ୍ ଜଣାପଡ଼ିଛି।
ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ
ରେଢାଖୋଲ: ରେଢାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ । ଗତକାଲି ସନ୍ଧ୍ୟାରେ ରାଇଲ ଗ୍ରାମକୁ କୌଣସି କାମରେ ଯାଇଥିବା ବେଳେ ଧାତୁକିମାଳ ଛକରେ ତାଙ୍କୁ କେହି ହତ୍ୟା କରି ପକେଇ ଦେଇଥିବା ସୂଚନା । କିଏ କାହିଁକି ତାଙ୍କୁ ହତ୍ୟା କରିଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଜିଆରଏସ ଜଣଙ୍କ ନା ଦିନବନ୍ଧୁ ଦାସ୍ […]