ଦୁଇଟି ଗରୁଡ଼ ପକ୍ଷୀ ଉଦ୍ଧାର

ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତର ଲୋକନାଥପୁର (ଅନ୍ଧାରିଆ) ଗ୍ରାମରୁ ଦୁଇଟି ଗରୁଡ଼ ପକ୍ଷୀକୁ ଉଦ୍ଧାର କରାଯାଇଛି। ବୁଧବାର ସକାଳ ପ୍ରାୟ ୮ଟାରେ ଗ୍ରାମର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଦୁଇଟି ଗରୁଡ଼ ପକ୍ଷୀ ବୁଲୁଥିବା ଦେଖିବାକୁ ପାଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାଶ ପକ୍ଷୀ ଦୁଇଟିକୁ ଉଦ୍ଧାର କରିଥିଲେ। ପରେ ଉକ୍ତ ଦୁଇ ପକ୍ଷୀକୁ ଛତ୍ରପୁର ବନବିଭାଗକୁ ହସ୍ତାନ୍ତର କରାଯାଇଛି।

About The Author: The Sakala