ଚିକେନ୍ ତରକାରୀ ନ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ…

ଢେଙ୍କାନାଳ: ଚିକେନ୍ ପାଇଁ ସ୍ତ୍ରୀକୁ ହତ୍ୟା। ଚିକେନ୍ ତରକାରୀ ନ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଁଦିଆ ଥାନା ଅନ୍ତର୍ଗତ ଧନିଆନାଳି ମୁଣ୍ଡାସାହିରେ। ସ୍ବାମୀ ଶକ୍ତ ଚାପୁଡ଼ା ମାରିବାରୁ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ଯୁ ଘଟିଛି। ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ବାମୀକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

About The Author: The Sakala