ସୀମା ଟପିଲା ବିଜେପି: ଖବର ସଂଗ୍ରହବେଳେ କାର୍ଯ୍ଯରତ ସାମ୍ବାଦିକଙ୍କୁ ଆକ୍ରମଣକଲେ ବିଜେପି କର୍ମୀ

ଭୁବନେଶ୍ବର: ସୀମା ଟପିଲା ବିଜେପି। ଖବର ସଂଗ୍ରହବେଳେ କାର୍ଯ୍ଯରତ ସାମ୍ବାଦିକଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଜଣାପଡ଼ିଛି। ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଜଣଙ୍କ ହେଉଛନ୍ତି ବୈଦ୍ଯୁତିକ ଗଣମାଧ୍ଯମ ନନ୍ଦିଘୋଷ ଟିଭିର ବ୍ରିଜେଶ ସାହୁ। ବ୍ରିଜେଶ  ଦେବଗଡ଼ ବନ୍ଦ ଡାକରାର ଖବର ସଂଗ୍ରହ କରୁଥିଲେ। ଏହି ସମୟରେ ବିଜେପି କର୍ମା ତାଙ୍କୁ ଆକ୍ରମଣ କରିଥିଲେ। ବିଧାୟକଙ୍କ ଗିରଫ ପରେ ହିଂସାତ୍ମାକ ପନ୍ଥା ଆପଣାଇଛି ବିଜେପି। ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ତିଳେଇବଣିରେ ବିଡିଓଙ୍କୁ ଆକ୍ରମଣ ଘଟଣାରେ ବିଜେପି […]

ଭୁବନେଶ୍ବର: ସୀମା ଟପିଲା ବିଜେପି। ଖବର ସଂଗ୍ରହବେଳେ କାର୍ଯ୍ଯରତ ସାମ୍ବାଦିକଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଜଣାପଡ଼ିଛି। ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଜଣଙ୍କ ହେଉଛନ୍ତି ବୈଦ୍ଯୁତିକ ଗଣମାଧ୍ଯମ ନନ୍ଦିଘୋଷ ଟିଭିର ବ୍ରିଜେଶ ସାହୁ। ବ୍ରିଜେଶ  ଦେବଗଡ଼ ବନ୍ଦ ଡାକରାର ଖବର ସଂଗ୍ରହ କରୁଥିଲେ। ଏହି ସମୟରେ ବିଜେପି କର୍ମା ତାଙ୍କୁ ଆକ୍ରମଣ କରିଥିଲେ। ବିଧାୟକଙ୍କ ଗିରଫ ପରେ ହିଂସାତ୍ମାକ ପନ୍ଥା ଆପଣାଇଛି ବିଜେପି।

ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ତିଳେଇବଣିରେ ବିଡିଓଙ୍କୁ ଆକ୍ରମଣ ଘଟଣାରେ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗତକାଲି ଗିରଫ ହୋଇଛନ୍ତି।

About The Author: The Sakala