By
The Sakala
ଭୁବନେଶ୍ବର: କଟକ ଜିଲ୍ଲା ଜଗତପୁର ପୀରବଜାରରେ ରାସ୍ତା ନିକଟରେ ରବିବାର ଏକ ଅଭାବାନୀୟ ଘଟଣା ଘଟିଛି। ବେକରେ ଗୁଡ଼ି ସୂତା ଲାଗି ଜଣେ ଯୁବକଙ୍କ ମୃତ୍ଯୁ ଘଟିଛି। ମୃତ ବ୍ଯକ୍ତି ଜଣଙ୍କ ହେଲେ ଜୟନ୍ତ ସାମଲ। ସୂଚନା ଅନୁଯାୟୀ, ଜୟନ୍ତ ତାଙ୍କ ସ୍ତ୍ରୀଙ୍କୁ ନେଇ ବାଇକ୍ରେ ଶ୍ବଶୁର ଘରକୁ ଯାଉଥିଲେ। ଏହି ସମୟରେ ପୀରବଜାରରେ ରାସ୍ତା କଡ଼ରେ ଜୟନ୍ତଙ୍କ ବେକରେ ଗୁଡ଼ିର ମାଞ୍ଜା ସୂତା ଲାଗିଯାଇଥିଲା । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି […]
ଭୁବନେଶ୍ବର: କଟକ ଜିଲ୍ଲା ଜଗତପୁର ପୀରବଜାରରେ ରାସ୍ତା ନିକଟରେ ରବିବାର ଏକ ଅଭାବାନୀୟ ଘଟଣା ଘଟିଛି। ବେକରେ ଗୁଡ଼ି ସୂତା ଲାଗି ଜଣେ ଯୁବକଙ୍କ ମୃତ୍ଯୁ ଘଟିଛି। ମୃତ ବ୍ଯକ୍ତି ଜଣଙ୍କ ହେଲେ ଜୟନ୍ତ ସାମଲ।
ସୂଚନା ଅନୁଯାୟୀ, ଜୟନ୍ତ ତାଙ୍କ ସ୍ତ୍ରୀଙ୍କୁ ନେଇ ବାଇକ୍ରେ ଶ୍ବଶୁର ଘରକୁ ଯାଉଥିଲେ। ଏହି ସମୟରେ ପୀରବଜାରରେ ରାସ୍ତା କଡ଼ରେ ଜୟନ୍ତଙ୍କ ବେକରେ ଗୁଡ଼ିର ମାଞ୍ଜା ସୂତା ଲାଗିଯାଇଥିଲା । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
About The Author: The Sakala