By
The Sakala
କଟକ: ମହାନଦୀର ଯୋବ୍ରା ଆନିକଟରେ ରବିବାର ଅଘଟଣ ଘଟିଛି। ୩ ଜଣ ଯୁବକ ଗାଧୋଇବା ବେଳେ ଭାସି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୁରୁତର ଅବସ୍ଥାରେ ଜଣେ ଯୁବକ ଉଦ୍ଧାର କରାଯାଇଥିବା ବେଳେ ଅନ୍ଯ ୨ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛି। ଉକ୍ତ ୩ ଯୁବକ ରହେମାନ ଛକ ଅଞ୍ଚଳର ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ଉଦ୍ଧାର ଯୁବକଙ୍କର […]
କଟକ: ମହାନଦୀର ଯୋବ୍ରା ଆନିକଟରେ ରବିବାର ଅଘଟଣ ଘଟିଛି। ୩ ଜଣ ଯୁବକ ଗାଧୋଇବା ବେଳେ ଭାସି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୁରୁତର ଅବସ୍ଥାରେ ଜଣେ ଯୁବକ ଉଦ୍ଧାର କରାଯାଇଥିବା ବେଳେ ଅନ୍ଯ ୨ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛି। ଉକ୍ତ ୩ ଯୁବକ ରହେମାନ ଛକ ଅଞ୍ଚଳର ବୋଲି ଜଣାପଡ଼ିଛି।
ଖବର ଅନୁଯାୟୀ, ଉଦ୍ଧାର ଯୁବକଙ୍କର ମୃତ୍ଯୁ ଘଟିିଥିବା ଜଣାପଡ଼ିଛି।
About The Author: The Sakala