ରାଜ୍ଯରେ କରୋନା ଗ୍ରାଫ ଉପର ମୁହାଁ: ଚିହ୍ନଟ ହେଲେ ଆଉ ୩୪୬ ସଂକ୍ରମିତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୯ ପଜିଟିଭ୍

ଭୁବନେଶ୍ବର: ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି । କ୍ରମାଗତ ଭାବ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ୩୦୦ ପାର କରିଛି। ୨୪ଘଣ୍ଟାରେ ୧୮ ଜିଲ୍ଲା ଓ ଷ୍ଟେଟ ପୁଲରୁ ୩୪୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ  ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୪୪  ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୯ ଜଣ […]

ଭୁବନେଶ୍ବର: ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି । କ୍ରମାଗତ ଭାବ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ୩୦୦ ପାର କରିଛି। ୨୪ଘଣ୍ଟାରେ ୧୮ ଜିଲ୍ଲା ଓ ଷ୍ଟେଟ ପୁଲରୁ ୩୪୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ  ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୪୪  ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୯ ଜଣ ପଜିଟିଭ ରହିଛନ୍ତି।  ଖୋର୍ଦ୍ଧରୁ ସର୍ବାଧିକ ୧୮୯ ଓ କଟକରୁ ୫୧ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୧୩୧୦କୁ ବୃଦ୍ଧି ପାଇଛି।

About The Author: The Sakala