ଆଇପିଏସ ସୁନୀଲ ବଂଶଲ ହେଲେ ନୂଆ ଡିଜିପି

ଭୁବନେଶ୍ୱର: ସୁନୀଲ ବଂଶଲ ହେବେ ନୂଆ ପୁଲିସ ମହାନିର୍ଦ୍ଦେଶକ । ଏନେଇ ବୁଧବାର ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି । ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ  ସୁନୀଲ ବଂଶଲ ।  ସେ  ନୂଆ ବର୍ଷରୁ  ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେ  ଗୁଇନ୍ଦା ବିଭାଗ  ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି। ୧୬ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସୁନୀଲ ବଂଶଲ। ୨୦୨୨ ଜୁନ୍‌ ଯାଏ ଦାୟିତ୍ବ ତୁଲାଇବେ ନୂଆ ଡିଜିପି ସୁନୀଲ।

ଭୁବନେଶ୍ୱର: ସୁନୀଲ ବଂଶଲ ହେବେ ନୂଆ ପୁଲିସ ମହାନିର୍ଦ୍ଦେଶକ । ଏନେଇ ବୁଧବାର ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି । ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ  ସୁନୀଲ ବଂଶଲ ।  ସେ  ନୂଆ ବର୍ଷରୁ  ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେ  ଗୁଇନ୍ଦା ବିଭାଗ  ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି।

୧୬ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସୁନୀଲ ବଂଶଲ। ୨୦୨୨ ଜୁନ୍‌ ଯାଏ ଦାୟିତ୍ବ ତୁଲାଇବେ ନୂଆ ଡିଜିପି ସୁନୀଲ।

About The Author: The Sakala