ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ହେବ ସଖୀ ବୁଥ । ସମସ୍ତ ବୁଥରେ ପୋଲିଂ କର୍ମଚାରୀ ଭାବେ ମହିଳା କାର୍ଯ୍ୟ କରିବେ। ମଧ୍ୟ ନିର୍ବାଚନ ମଣ୍ଡଳୀରେ ଥିବା ୨୦୦ ବୁଥ ହେବ ସଖୀ ବୁଥ । ପୋଲିଂ କର୍ମଚାରୀ ଠାରୁ ସୁରକ୍ଷା ଦାୟିତ୍ୱରେ ସମସ୍ତେ ରହିବେ ମହିଳା କର୍ମଚାରୀ । ସେମାନେ ତାଲିମପ୍ରାପ୍ତ ଥିବା ବେଳେ ଭୋଟିଂରେ କୌଣସି ପ୍ରକାର ସମସ୍ୟା ଉପୁଯିବ ନାହିଁ ବୋଲି କହିଛନ୍ତି ପୁଲିସ କମିଶନର । ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା ।
ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୨୦୦ ବୁଥ୍ ହେବ ସଖୀ ବୁଥ
ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ହେବ ସଖୀ ବୁଥ । ସମସ୍ତ ବୁଥରେ ପୋଲିଂ କର୍ମଚାରୀ ଭାବେ ମହିଳା କାର୍ଯ୍ୟ କରିବେ। ମଧ୍ୟ ନିର୍ବାଚନ ମଣ୍ଡଳୀରେ ଥିବା ୨୦୦ ବୁଥ ହେବ ସଖୀ ବୁଥ । ପୋଲିଂ କର୍ମଚାରୀ ଠାରୁ ସୁରକ୍ଷା ଦାୟିତ୍ୱରେ ସମସ୍ତେ ରହିବେ ମହିଳା କର୍ମଚାରୀ । ସେମାନେ ତାଲିମପ୍ରାପ୍ତ ଥିବା ବେଳେ ଭୋଟିଂରେ କୌଣସି ପ୍ରକାର ସମସ୍ୟା ଉପୁଯିବ ନାହିଁ ବୋଲି କହିଛନ୍ତି ପୁଲିସ କମିଶନର । ଏ […]