By
The Sakala
ଭୁବନେଶ୍ବର: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । CBSE ଦ୍ୱାଦଶରେ ମୋଟ୍ ପାସ୍ ହାର ୯୨.୭୧ ପ୍ରତିଶତ ରହିଛି। ପୁଣି ଥରେ ପାସ ହାରରେ ଛାତ୍ରୀ ଆଗୁଆ ରହିଛନ୍ତି। ୯୪.୫୪% ଛାତ୍ରୀ ପାସ ହୋଇଥିବା ବେଳେ ୯୧.୨୫% ଛାତ୍ର ପାସ୍ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବ୍ସାଇଟ୍ cbseresults.nic.in କିମ୍ବା results.cbse.nic.in ରେ ନିଜ ରେଜଲ୍ଟ ଚେକ୍ କରିପାରିବେ। ସୂଚନା ଅନୁଯାୟୀ, ୧୪,୫୪,୩୭୦ ଜଣ ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦଶ ପରୀକ୍ଷା ଦେଇଥିଲେ।
ଭୁବନେଶ୍ବର: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । CBSE ଦ୍ୱାଦଶରେ ମୋଟ୍ ପାସ୍ ହାର ୯୨.୭୧ ପ୍ରତିଶତ ରହିଛି। ପୁଣି ଥରେ ପାସ ହାରରେ ଛାତ୍ରୀ ଆଗୁଆ ରହିଛନ୍ତି। ୯୪.୫୪% ଛାତ୍ରୀ ପାସ ହୋଇଥିବା ବେଳେ ୯୧.୨୫% ଛାତ୍ର ପାସ୍ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବ୍ସାଇଟ୍ cbseresults.nic.in କିମ୍ବା results.cbse.nic.in ରେ ନିଜ ରେଜଲ୍ଟ ଚେକ୍ କରିପାରିବେ।
ସୂଚନା ଅନୁଯାୟୀ, ୧୪,୫୪,୩୭୦ ଜଣ ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦଶ ପରୀକ୍ଷା ଦେଇଥିଲେ।
About The Author: The Sakala