ରାଜ୍ୟରେ ଅସହ୍ୟ ତାତି: ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୯ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହୁଥିବା ବେଳେ ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରର ତାପମାତ୍ରା ୩୯ ଡ଼ିଗ୍ରୀ ରହିଛି। ସେହିପରି ଝାରସୁଗୁଡା -୩୮.୪ ଡ଼ିଗ୍ରୀ, ସମ୍ବଲପୁର- ୩୮.୨ ଡ଼ିଗ୍ରୀ, ହୀରାକୁଦ- ୩୭.୪ ଡ଼ିଗ୍ରୀ, ଚାନ୍ଦବାଲି- ୩୬.୬ ଡ଼ିଗ୍ରୀ, କେନ୍ଦୁଝର- ୩୬.୪ ଡ଼ିଗ୍ରୀ ,ଗୋପାଳପୁର- ୩୪.୬ ଡ଼ିଗ୍ରୀ, ବାଲେଶ୍ୱର- […]

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହୁଥିବା ବେଳେ ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରର ତାପମାତ୍ରା ୩୯ ଡ଼ିଗ୍ରୀ ରହିଛି। ସେହିପରି ଝାରସୁଗୁଡା -୩୮.୪ ଡ଼ିଗ୍ରୀ, ସମ୍ବଲପୁର- ୩୮.୨ ଡ଼ିଗ୍ରୀ, ହୀରାକୁଦ- ୩୭.୪ ଡ଼ିଗ୍ରୀ, ଚାନ୍ଦବାଲି- ୩୬.୬ ଡ଼ିଗ୍ରୀ, କେନ୍ଦୁଝର- ୩୬.୪ ଡ଼ିଗ୍ରୀ ,ଗୋପାଳପୁର- ୩୪.୬ ଡ଼ିଗ୍ରୀ, ବାଲେଶ୍ୱର- ୩୩.୬ ଡ଼ିଗ୍ରୀ , ପୁରୀ- ୩୩ ଡ଼ିଗ୍ରୀ ଓ ପାରାଦୀପରେ ୩୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

About The Author: The Sakala