ମୁଣ୍ଡେଶ୍ୱର ଜଙ୍ଗଲରେ ବୁଲୁଛି ମହାବଳ ବାଘ…

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ। ମୁଣ୍ଡେଶ୍ୱର ଜଙ୍ଗଲରେ ବୁଲୁଛି ବାଘ । ମହାବଳ ବାଘ ଦେଖି ଲୋକେ ଆତଙ୍କିତ। ପୋଖରୀ ଖୋଳିବା ସମୟରେ ଜଙ୍ଗଲ ଭିତରୁ ଏକ  ବାଘ ବାହାରିଥିଲା। ବାଘ ଦେଖି ଗାଁକୁ ଧାଇଁଥିଲେ ଲୋକେ। ଖବର ପାଇ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

About The Author: The Sakala