ଆସନ୍ତାକାଲିଠୁ ନବୀନ ନିବାସରେ ଚାଲିବ ବିଜେଡି ପର୍ଯ୍ଯବେକ୍ଷକଙ୍କ ବୈଠକ, ୨୦୨୪ ନିର୍ବାଚନ ପାଇଁ ଆରମ୍ଭ ହେବ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତାକାଲିଠୁ ୩ଦିନ ଧରି ଚାଲିବ ବିଜେଡି ପର୍ଯ୍ଯବେକ୍ଷକଙ୍କ ବୈଠକ । ଜିଲ୍ଲା ପର୍ଯ୍ଯବେକ୍ଷଙ୍କ ବୈଠକ ଡାକିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩ଦି ଧରି ଏହି ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେବ । ଜିଲ୍ଲାୱାରୀ ପର୍ଯ୍ଯବେକ୍ଷକଙ୍କ ବୈଠକ ନବେ ନବୀନ ପଟ୍ଟନାୟକ। ପୌର, ପଞ୍ଚାୟତ ସମୀକ୍ଷା ସହ ୨୦୨୪ ନିର୍ବାଚନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହେବ। ଫୋକସରେ ରହିବ ସରକାରୀ ଜନକଲ୍ଯାଣକାରୀ ଯୋଜନା। ଜିଲ୍ଲାଗୁଡିକରେ ଥିବା ସଙ୍ଗଠନନ ସଫଳତା ନେଇ ମଧ୍ଯ ଆଲୋଚନା […]

ଭୁବନେଶ୍ବର: ଆସନ୍ତାକାଲିଠୁ ୩ଦିନ ଧରି ଚାଲିବ ବିଜେଡି ପର୍ଯ୍ଯବେକ୍ଷକଙ୍କ ବୈଠକ । ଜିଲ୍ଲା ପର୍ଯ୍ଯବେକ୍ଷଙ୍କ ବୈଠକ ଡାକିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩ଦି ଧରି ଏହି ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେବ । ଜିଲ୍ଲାୱାରୀ ପର୍ଯ୍ଯବେକ୍ଷକଙ୍କ ବୈଠକ ନବେ ନବୀନ ପଟ୍ଟନାୟକ। ପୌର, ପଞ୍ଚାୟତ ସମୀକ୍ଷା ସହ ୨୦୨୪ ନିର୍ବାଚନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହେବ। ଫୋକସରେ ରହିବ ସରକାରୀ ଜନକଲ୍ଯାଣକାରୀ ଯୋଜନା। ଜିଲ୍ଲାଗୁଡିକରେ ଥିବା ସଙ୍ଗଠନନ ସଫଳତା ନେଇ ମଧ୍ଯ ଆଲୋଚନା ହେବ। ପର୍ଯ୍ଯବେକ୍ଷଙ୍କ ସହ ଫେସ ଟୁ ଫେସ କଥା ହେବେ ନବୀନ। ସମସ୍ତଙ୍କୁ ଏକାସାଙ୍ଗରେ ନେଇ ଯିବାର ଟିପ୍ସ ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

About The Author: The Sakala