ଜଳେଶ୍ବର: ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୁରମରା ଗ୍ରାମପଞ୍ଚାୟତର ଚଢଚୁରମରା ଗ୍ରାମରେ ଠାକୁରାଣୀଙ୍କ ଭୋଗ ଖାଇ ୬ଟି ପରିବାର ଗୁରୁତର ହୋଇଛନ୍ତି। ଏହି ପରିସ୍ଥିତିରେ ହେଲ୍ପ ଫର ୟୁ ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ଧଳଙ୍କୁ ଗ୍ରାମବାସୀ ଖବର ଦେଲା ପରେ ଫାଉଣ୍ଡେସନର ସଦସ୍ୟ ମାନେ ସେଠାରେ ପହଞ୍ଚି ସେମାନଙ୍କୁ ଜଳେଶ୍ବର ଜିକେ ଭଟ୍ଟର ଡାକ୍ତର ଖାନାକୁ ଚିକିତ୍ସିତ କରାଇଛନ୍ତି। ଆଉ କିଛି ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।
ଭୋଗ ଖାଇ ୬ ପରିବାର ଝାଡା ବାନ୍ତିରେ ଆକ୍ରାନ୍ତ
ଜଳେଶ୍ବର: ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୁରମରା ଗ୍ରାମପଞ୍ଚାୟତର ଚଢଚୁରମରା ଗ୍ରାମରେ ଠାକୁରାଣୀଙ୍କ ଭୋଗ ଖାଇ ୬ଟି ପରିବାର ଗୁରୁତର ହୋଇଛନ୍ତି। ଏହି ପରିସ୍ଥିତିରେ ହେଲ୍ପ ଫର ୟୁ ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ଧଳଙ୍କୁ ଗ୍ରାମବାସୀ ଖବର ଦେଲା ପରେ ଫାଉଣ୍ଡେସନର ସଦସ୍ୟ ମାନେ ସେଠାରେ ପହଞ୍ଚି ସେମାନଙ୍କୁ ଜଳେଶ୍ବର ଜିକେ ଭଟ୍ଟର ଡାକ୍ତର ଖାନାକୁ ଚିକିତ୍ସିତ କରାଇଛନ୍ତି। ଆଉ କିଛି ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତର […]