ରାଜଧାନୀରୁ ୮ ବର୍ଷର ପିଲାକୁ ଅପହରଣ ଘଟଣା: କାବୁ ହେଲା ଅପହରଣକାରୀ, ଉଦ୍ଧାର ହେଲା ପିଲା…
ଭୁବନେଶ୍ବର: ରାଜଧାନୀରୁ ୮ ବର୍ଷର ପିଲାକୁ ଅପହରଣ ଘଟଣା। କିଛି ଘଣ୍ଟା ଭିତରେ ଉଦ୍ଧାର ହେଲା ଅପହୃତ ଶିଶୁ। ଏୟାରଫିଲ୍ଡ ଥାନା ପଞ୍ଚଗାଁ ନିକଟରୁ ଉଦ୍ଧାର କଲା ପୁଲିସ। ମୁଣ୍ଡରେ ବନ୍ଧୁକ ଲଗାଇ କଳା କାର୍ରେ ଅପହରଣ କରାଯାଇଥିଲା । ଅପହରଣକାରୀ ୨୦ ଲକ୍ଷ ଟଙ୍କା ମାଗିଥିବା ନେଇ ସୂଚନା । ୩ଟି ପୁଲିସ ଟିମ୍ର ତ୍ବରିତ ପଦକ୍ଷେପ ଯୋଗୁଁ ପିଲାକୁ ସୁରକ୍ଷତ ଭାବେ ଉଦ୍ଧାର କରାଯାଇଛି। ଏଥିସହ ଅପହରଣକାରୀକୁ ଗିରଫ କରାଯାଇଛି। ଅପହଣରେ ଆଉ କେଉଁ […]
ଭୁବନେଶ୍ବର: ରାଜଧାନୀରୁ ୮ ବର୍ଷର ପିଲାକୁ ଅପହରଣ ଘଟଣା। କିଛି ଘଣ୍ଟା ଭିତରେ ଉଦ୍ଧାର ହେଲା ଅପହୃତ ଶିଶୁ। ଏୟାରଫିଲ୍ଡ ଥାନା ପଞ୍ଚଗାଁ ନିକଟରୁ ଉଦ୍ଧାର କଲା ପୁଲିସ। ମୁଣ୍ଡରେ ବନ୍ଧୁକ ଲଗାଇ କଳା କାର୍ରେ ଅପହରଣ କରାଯାଇଥିଲା । ଅପହରଣକାରୀ ୨୦ ଲକ୍ଷ ଟଙ୍କା ମାଗିଥିବା ନେଇ ସୂଚନା । ୩ଟି ପୁଲିସ ଟିମ୍ର ତ୍ବରିତ ପଦକ୍ଷେପ ଯୋଗୁଁ ପିଲାକୁ ସୁରକ୍ଷତ ଭାବେ ଉଦ୍ଧାର କରାଯାଇଛି। ଏଥିସହ ଅପହରଣକାରୀକୁ ଗିରଫ କରାଯାଇଛି। ଅପହଣରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେ ନେଇ ଛାନଭିନ୍ ଆରମ୍ଭ ହୋଇଛି। ତେବେ ପିଲାଟି ବର୍ତ୍ତମାନ ଅସୁସ୍ଥ ଥିବା ଜଣାପଡ଼ିଛି। ସ୍କୁଲରୁ ଫେରିବାବେଳେ ପିଲାକୁ ଅପହରଣ କରାଯାଇଥିଲା।