ମନୋରଞ୍ଜନ
ଓଡ଼ିଶା
ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ଟିକାର ଦ୍ୱିତୀୟ ଡୋଜ ପାଇଁ ଆଜି ସନ୍ଧ୍ଯାରୁ ବୁକ୍ କରିପାରିବେ ସ୍ଲଟ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ବର୍ତ୍ତମାନ କୋଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ବିଏମସି ଏ ନେଇ ଟ୍ବିଟ କରି ସୂଚନା ଦେଇଛି। ଯୋଗ୍ୟ ହିତାଧିକାରୀମାନେ ଜୁନ୍ ୨ ରୁ ଜୁନ୍ ୫ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଆଜି ସନ୍ଧ୍ୟା ୬ ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି ବିଏମସି ସୂଚନା ଦେଇଛି। New Vaccination Slot will be opened for the 18-44 […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ବର୍ତ୍ତମାନ କୋଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ବିଏମସି ଏ ନେଇ ଟ୍ବିଟ କରି ସୂଚନା ଦେଇଛି। ଯୋଗ୍ୟ ହିତାଧିକାରୀମାନେ ଜୁନ୍ ୨ ରୁ ଜୁନ୍ ୫ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଆଜି ସନ୍ଧ୍ୟା ୬ ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି ବିଏମସି ସୂଚନା ଦେଇଛି।
ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ
New Vaccination Slot will be opened for the 18-44 age group at 6pm today.
ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍ ମାରିଛି କହିଲା ବିଜେଡିCitizens who have taken their 1st dose and due for 2nd dose can book their slots.
Booking Link:- https://t.co/Y6Ip8MVYeH pic.twitter.com/gahFiAqJpr
— BMC (@bmcbbsr) June 1, 2021
ଏହି ଟିକାକରଣ ଚାରୋଟି କେନ୍ଦ୍ରରେ କରାଯିବ – ୟୁପିଏଚ୍ସି, ୟୁନିଟ୍- ୩, ପୋଖରିପୁଟ, ୟୁପିଏଚ୍ସି, ଘାଟିକିଆ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍, ୟୁନିଟ୍-୬।






