ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

The Sakala Picture
Published On

ମାଲକାନଗିରି: ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ତାଡ଼ମେଟଲା ଅଞ୍ଚଳରେସର୍ଚ୍ଚ ଅପରେସନ ବେଳେ ଯବାନ ଓ ମାଓବାଦୀ ମୁହାମୁହିଁ ହୋଇଛନ୍ତି। ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ ସର୍ଚ୍ଚ ଅପରେସନରେ ବାହାରିଥିଲେ ଯବାନ। ଯବାନଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିବା ବେଳେ ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି। ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ଡିଆରଜି ଓ ସିଆରପିଫ୍ ଯବାନମାନେ ଏହି ସର୍ଚ୍ଚ ଅପରେସନର ସାମିଲ ହୋଇଥିଲେ। […]

ମାଲକାନଗିରି: ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ତାଡ଼ମେଟଲା ଅଞ୍ଚଳରେସର୍ଚ୍ଚ ଅପରେସନ ବେଳେ ଯବାନ ଓ ମାଓବାଦୀ ମୁହାମୁହିଁ ହୋଇଛନ୍ତି। ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ ସର୍ଚ୍ଚ ଅପରେସନରେ ବାହାରିଥିଲେ ଯବାନ। ଯବାନଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିବା ବେଳେ ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି। ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ଡିଆରଜି ଓ ସିଆରପିଫ୍ ଯବାନମାନେ ଏହି ସର୍ଚ୍ଚ ଅପରେସନର ସାମିଲ ହୋଇଥିଲେ। ଏ ନେଇ ଏସପି କିରଣ ଚୌହାନ ସୂଚନା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

05 Sep 2023 By The Sakala

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ତାଡ଼ମେଟଲା ଅଞ୍ଚଳରେସର୍ଚ୍ଚ ଅପରେସନ ବେଳେ ଯବାନ ଓ ମାଓବାଦୀ ମୁହାମୁହିଁ ହୋଇଛନ୍ତି। ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ ସର୍ଚ୍ଚ ଅପରେସନରେ ବାହାରିଥିଲେ ଯବାନ। ଯବାନଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଥିବା ବେଳେ ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି। ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ଡିଆରଜି ଓ ସିଆରପିଫ୍ ଯବାନମାନେ ଏହି ସର୍ଚ୍ଚ ଅପରେସନର ସାମିଲ ହୋଇଥିଲେ। ଏ ନେଇ ଏସପି କିରଣ ଚୌହାନ ସୂଚନା ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର