୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପିତ; ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ହେଲା ବ୍ୟୟବରାଦ…

The Sakala Picture
Published On

ଭୁବନେଶ୍ୱର: ବିଧାନସଭାରେ ଆଗତ ହେଲା ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ କୋଟି ଟଙ୍କା ହେବ । ଚଳିତ ବଜେଟ୍‌ରେ କୃଷି ଉପରେ ଅଧିକ ଫୋକସ କରିଛନ୍ତି ରାଜ୍ୟ ସରକାର। ଏଥିରେ କୃଷି ପାଇଁ ମୋଟ […]

ଭୁବନେଶ୍ୱର: ବିଧାନସଭାରେ ଆଗତ ହେଲା ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ କୋଟି ଟଙ୍କା ହେବ । ଚଳିତ ବଜେଟ୍‌ରେ କୃଷି ଉପରେ ଅଧିକ ଫୋକସ କରିଛନ୍ତି ରାଜ୍ୟ ସରକାର। ଏଥିରେ କୃଷି ପାଇଁ ମୋଟ ୨୧ ହଜାର ୧୬୬ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ଆଗତ ହୋଇଛି । ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି କେତେ କେତେ ଟଙ୍କା ?

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

-ମୋଟ୍ ବଜେଟର ପରିମାଣ- ୨ ଲକ୍ଷ କୋଟି
-କୃଷିକ୍ଷେତ୍ର ପାଇଁ- ୨୧, ୧୬୬ କୋଟି
-ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ- ୧୨, ୬୨୪ କୋଟି
-ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ- ୨୭, ୩୨୪ କୋଟି
-ମିଶନ ଶକ୍ତି ପାଇଁ- ୨୦୦୦ କୋଟି
-ବିପର୍ଯ୍ୟୟ ପରିଚାଳନା ପାଇଁ- ୩୨୬୨ କୋଟି
-ଧାର୍ମିକ ଓ ସାଂସ୍କୃତିକ ସ୍ଥଳ ପାଇଁ -୧,୯୫୦ କୋଟି ଟଙ୍କା
-ସଡକ ଓ ଭିତ୍ତିଭୂମି ପାଇଁ- ୧୪, ୪୫୪ କୋଟି
-ପର୍ଯ୍ୟଟନ କ୍ଷେତ୍ର ପାଇଁ- ୫୯୦ କୋଟି
-କ୍ରୀଡା ଓ ଯୁବସେବା ବିଭାଗ ପାଇଁ- ୯୧୧ କୋଟି
-ଶକ୍ତି କ୍ଷେତ୍ର ପାଇଁ- ୩୪୮୨ କୋଟି
-ଶିଳ୍ପ, ଏମଏସଏମଇ, ଉଦ୍ୟୋଗ ପାଇଁ- ୧୨୬୯ କୋଟି
-ଜଙ୍ଗଲ ଓ ପରିବେଶ ପାଇଁ- ୨୨୧୭ କୋଟି
-ଇସ୍ପାତ ଓ ଖଣି ପାଇଁ- ୧୮୩ କୋଟି
-ଆଇଟି ଓ ଇଲେକ୍ଟ୍ରୋନିକ୍ ପାଇଁ- ୩୦୨ କୋଟି

02 Jul 2022 By The Sakala

https://www.thesakala.in/latest-odisha-news/odisha-budget-of-2022-23-know-about-how-much-has-been-spent-on-which-sector/article-12973
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର