ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ କୋଭିଡ୍‌ ଯୋଦ୍ଧା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଶୁକ୍ରବାର କୋଭିଡ୍‌ ଯୋଦ୍ଧା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କୋଭିଡ ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ପୁଲିସ ମହାନିର୍ଦ୍ଦେଶକ ବା ଡିଜିପି ଡିସ୍କ ପ୍ରଦାନ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଅଭୟ କୁମାର ୮୩ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କୋଭିଡ ବିରୋଧରେ ଲଢ଼େଇ କରି ପ୍ରାଣହରାଇଥିବା ୧୫ ଜଣ କୋଭିଡ ଯୋଦ୍ଧା, ୨ ଜଣ ସହିଦ ଏସ୍‌ଓଜି ଯବାନ ଓ ୬୬ ଜଣ ବିଭିନ୍ନ ବିଭାଗର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି […]

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଶୁକ୍ରବାର କୋଭିଡ୍‌ ଯୋଦ୍ଧା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କୋଭିଡ ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ପୁଲିସ ମହାନିର୍ଦ୍ଦେଶକ ବା ଡିଜିପି ଡିସ୍କ ପ୍ରଦାନ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଅଭୟ କୁମାର ୮୩ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କୋଭିଡ ବିରୋଧରେ ଲଢ଼େଇ କରି ପ୍ରାଣହରାଇଥିବା ୧୫ ଜଣ କୋଭିଡ ଯୋଦ୍ଧା, ୨ ଜଣ ସହିଦ ଏସ୍‌ଓଜି ଯବାନ ଓ ୬୬ ଜଣ ବିଭିନ୍ନ ବିଭାଗର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରାଯାଇଛି । ସେହିପରି ୨ଜଣ ଆଇଜି ପାହ୍ୟାର ଅଧିକାରୀ, ୧୨ ଜଣ ଡିଏସ୍‌ପି, ୧୫ ଇନସ୍‌ପେକ୍ଟର ୪ ଜଣ ଏସଆଇ, ୮ ଜଣ ହାବିଲଦାର, ୧୭ ଜଣ ଏସ୍‌ଓଜି କମାଣ୍ଡୋ, ୬ଜଣ କନେଷ୍ଟବଳ ଏବଂ ଜଣେ ସିପାହୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

02 Apr 2021 By The Sakala

ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ କୋଭିଡ୍‌ ଯୋଦ୍ଧା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଶୁକ୍ରବାର କୋଭିଡ୍‌ ଯୋଦ୍ଧା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କୋଭିଡ ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ପୁଲିସ ମହାନିର୍ଦ୍ଦେଶକ ବା ଡିଜିପି ଡିସ୍କ ପ୍ରଦାନ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଅଭୟ କୁମାର ୮୩ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କୋଭିଡ ବିରୋଧରେ ଲଢ଼େଇ କରି ପ୍ରାଣହରାଇଥିବା ୧୫ ଜଣ କୋଭିଡ ଯୋଦ୍ଧା, ୨ ଜଣ ସହିଦ ଏସ୍‌ଓଜି ଯବାନ ଓ ୬୬ ଜଣ ବିଭିନ୍ନ ବିଭାଗର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରାଯାଇଛି । ସେହିପରି ୨ଜଣ ଆଇଜି ପାହ୍ୟାର ଅଧିକାରୀ, ୧୨ ଜଣ ଡିଏସ୍‌ପି, ୧୫ ଇନସ୍‌ପେକ୍ଟର ୪ ଜଣ ଏସଆଇ, ୮ ଜଣ ହାବିଲଦାର, ୧୭ ଜଣ ଏସ୍‌ଓଜି କମାଣ୍ଡୋ, ୬ଜଣ କନେଷ୍ଟବଳ ଏବଂ ଜଣେ ସିପାହୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର