କମିଲା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଖରା ଛୁଟି, ଦରକାର ପଡ଼ିଲେ ହେବ ଅତିରିକ୍ତ କ୍ଲାସ

The Sakala Picture
Published On

ଭୁବନେଶ୍ବର: ସ୍କୁଲ ପରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର କମିଲା ଖରା ଛୁଟି। ଜୁନ ୧ ରୁ ୧୬ ତାରିଖ ଯାଏଁ ବନ୍ଦ ରହିବ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ।  ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଯୋଗୁଁ ଶିକ୍ଷାବର୍ଷ ବ୍ୟାହତ ହୋଇଥିବାରୁ ଖରା ଛୁଟି ଅବଧି କମା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଦରକାର ପଡ଼ିଲେ ଛୁଟିଦିନ ଓ କାର୍ୟ୍ୟ ଦିବସରେ ଅତିରିକ୍ତ ପାଠପଢ଼ା ହେବ। ସେହିପରି […]

ଭୁବନେଶ୍ବର: ସ୍କୁଲ ପରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର କମିଲା ଖରା ଛୁଟି। ଜୁନ ୧ ରୁ ୧୬ ତାରିଖ ଯାଏଁ ବନ୍ଦ ରହିବ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ।  ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଯୋଗୁଁ ଶିକ୍ଷାବର୍ଷ ବ୍ୟାହତ ହୋଇଥିବାରୁ ଖରା ଛୁଟି ଅବଧି କମା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଦରକାର ପଡ଼ିଲେ ଛୁଟିଦିନ ଓ କାର୍ୟ୍ୟ ଦିବସରେ ଅତିରିକ୍ତ ପାଠପଢ଼ା ହେବ। ସେହିପରି ପାଠପଢ଼ା ସମୟ ନିର୍ଘଣ୍ଟ ବ୍ୟତୀତ ପାଠ୍ୟକ୍ରମ ଶୀଘ୍ର ଶେଷ କରିବାକୁ ଅନ୍ୟ ସମୟରେ ଅତିରିକ୍ତ କ୍ଲାସ କରିବାକୁ ଉଚ୍ଚଶିକ୍ଷା ପ୍ରମୁଖ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

18 Apr 2022 By The Sakala

କମିଲା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଖରା ଛୁଟି, ଦରକାର ପଡ଼ିଲେ ହେବ ଅତିରିକ୍ତ କ୍ଲାସ

ଭୁବନେଶ୍ବର: ସ୍କୁଲ ପରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର କମିଲା ଖରା ଛୁଟି। ଜୁନ ୧ ରୁ ୧୬ ତାରିଖ ଯାଏଁ ବନ୍ଦ ରହିବ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ।  ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଯୋଗୁଁ ଶିକ୍ଷାବର୍ଷ ବ୍ୟାହତ ହୋଇଥିବାରୁ ଖରା ଛୁଟି ଅବଧି କମା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଦରକାର ପଡ଼ିଲେ ଛୁଟିଦିନ ଓ କାର୍ୟ୍ୟ ଦିବସରେ ଅତିରିକ୍ତ ପାଠପଢ଼ା ହେବ। ସେହିପରି ପାଠପଢ଼ା ସମୟ ନିର୍ଘଣ୍ଟ ବ୍ୟତୀତ ପାଠ୍ୟକ୍ରମ ଶୀଘ୍ର ଶେଷ କରିବାକୁ ଅନ୍ୟ ସମୟରେ ଅତିରିକ୍ତ କ୍ଲାସ କରିବାକୁ ଉଚ୍ଚଶିକ୍ଷା ପ୍ରମୁଖ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

https://www.thesakala.in/latest-odisha-news/odisha-govt-decreased-summer-vacation-in-university-and-college/article-10875
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର