ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରା ଛୁଟି ଘୋଷଣା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରା ଛୁଟି ଘୋଷଣା କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ମେ ୫ ତାରିଖ ବୁଧବାର ଠାରୁ ଖରା ଛୁଟି ପାଇଁ ବନ୍ଦ ରହିବ । ଖରା ଛୁଟି ମେ’ ୩୧ ତାରିଖରେ ସରିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସାଶ୍ୱତ ମିଶ୍ର ସମସ୍ତ ବିଶ୍ୱ ବିଦ୍ୟାଳୟ ସହ ସରକାରୀ ଓ ଘରୋଇ କଲେଜକୁ ଚିଠି ଲେଖିଛନ୍ତି । ଖରା ଛୁଟି ସମୟରେ କୌଣସି ଅନଲାଇନ୍ […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରା ଛୁଟି ଘୋଷଣା କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ମେ ୫ ତାରିଖ ବୁଧବାର ଠାରୁ ଖରା ଛୁଟି ପାଇଁ ବନ୍ଦ ରହିବ । ଖରା ଛୁଟି ମେ’ ୩୧ ତାରିଖରେ ସରିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସାଶ୍ୱତ ମିଶ୍ର ସମସ୍ତ ବିଶ୍ୱ ବିଦ୍ୟାଳୟ ସହ ସରକାରୀ ଓ ଘରୋଇ କଲେଜକୁ ଚିଠି ଲେଖିଛନ୍ତି ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ଖରା ଛୁଟି ସମୟରେ କୌଣସି ଅନଲାଇନ୍ କ୍ଲାସ ଏବଂ ପରୀକ୍ଷା ହେବ ନାହିଁ । ନିଯୁକ୍ତି ପାଇଁ ପୂର୍ବ ନିର୍ଦ୍ଧାରିତ ଭାଇବା ଏବଂ ଇଣ୍ଟରଭ୍ୟୁ ଜାରି ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

04 May 2021 By The Sakala

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରା ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରା ଛୁଟି ଘୋଷଣା କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ମେ ୫ ତାରିଖ ବୁଧବାର ଠାରୁ ଖରା ଛୁଟି ପାଇଁ ବନ୍ଦ ରହିବ । ଖରା ଛୁଟି ମେ’ ୩୧ ତାରିଖରେ ସରିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସାଶ୍ୱତ ମିଶ୍ର ସମସ୍ତ ବିଶ୍ୱ ବିଦ୍ୟାଳୟ ସହ ସରକାରୀ ଓ ଘରୋଇ କଲେଜକୁ ଚିଠି ଲେଖିଛନ୍ତି ।

ଖରା ଛୁଟି ସମୟରେ କୌଣସି ଅନଲାଇନ୍ କ୍ଲାସ ଏବଂ ପରୀକ୍ଷା ହେବ ନାହିଁ । ନିଯୁକ୍ତି ପାଇଁ ପୂର୍ବ ନିର୍ଦ୍ଧାରିତ ଭାଇବା ଏବଂ ଇଣ୍ଟରଭ୍ୟୁ ଜାରି ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର