ଭୁବନେଶ୍ବର: ଆଜି ଠାରୁ ଏମ୍ସରେ ନିକଟରେ ରାତିରେ ଖୋଲିବ ଆହର କେନ୍ଦ୍ର । ବିଏସମି ପକ୍ଷରୁ ଏହି ଆହାର କେନ୍ଦ୍ର ଖୋଲାଯିବ। ଆଜି ଏହାର ଉଦଘାଟନ କରିବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ।ରାତି ସମୟରେ ରୋଗୀଙ୍କ ପରିବାରଲୋକଙ୍କୁ ସହାୟ ହେବ ଏହି ଆହାର କେନ୍ଦ୍ର। ୭ଦିନ ଯାକ ରାତିରେ ଖାଦ୍ୟ ମିଳିବ । ଦୁଇଟି ସେଣ୍ଟରରେ ରାତିରେ ୮୦୦ ମିଲ ମିଳିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।
ଏମ୍ସ ନିକଟରେ ରାତିରେ ଖୋଲିବ ଆହାର କେନ୍ଦ୍ର, ରୋଗୀଙ୍କ ପରିବାର ହେବେ ଉପକୃତ