ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇବାକୁ ଥିବା ୧୭୪୯ ଶିକ୍ଷକ ପଦ ପାଇଁ ଆଶାୟୀଙ୍କ ଦକ୍ଷତା ପରୀକ୍ଷା ଫଳ ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ। ଏନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଶାୟୀ ପ୍ରାର୍ଥୀଙ୍କ ସାକ୍ଷାତକାର ଜୁନ୍ ୬ରୁ ଆରମ୍ଭ ହେବ। ଜୁନ୍ ୨୦ ସୁଦ୍ଧା ସମସ୍ତ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ସଂଗଠନ ଲକ୍ଷ୍ୟ ରଖିଛି। ୧୭୪୯ ପଦରେ ନିଯୁକ୍ତି ପାଇଁ ୩୧, ୧୨୧ ଜଣ ଆଶାୟୀ ଆବେଦନ କରିଥିବାବେଳେ ୨୬, ୯୦୯ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଛନ୍ତି।
ଆଦର୍ଶ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି : ମେ’ ୨୦ରେ ପ୍ରକାଶ ପାଇବ ଦକ୍ଷତା ପରୀକ୍ଷା ଫଳ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇବାକୁ ଥିବା ୧୭୪୯ ଶିକ୍ଷକ ପଦ ପାଇଁ ଆଶାୟୀଙ୍କ ଦକ୍ଷତା ପରୀକ୍ଷା ଫଳ ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ। ଏନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଶାୟୀ ପ୍ରାର୍ଥୀଙ୍କ ସାକ୍ଷାତକାର ଜୁନ୍ ୬ରୁ ଆରମ୍ଭ ହେବ। ଜୁନ୍ ୨୦ ସୁଦ୍ଧା ସମସ୍ତ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ସଂଗଠନ ଲକ୍ଷ୍ୟ ରଖିଛି। ୧୭୪୯ ପଦରେ ନିଯୁକ୍ତି ପାଇଁ ୩୧, ୧୨୧ ଜଣ ଆଶାୟୀ ଆବେଦନ କରିଥିବାବେଳେ […]