By
The Sakala
କଟକ: ମହାନଦୀକୁ ଡେଇଁ ଯୁବକ ନିଖୋଜ । ମୁଣ୍ଡଳି ବ୍ରିଜ ଉପରେ ସ୍କୁଟି (OD 33 R 9270) ରଖି ମହାନଦୀକୁ ଡେଇଁ ପଡିଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ଯମ ଜାରି ରଖିଛି। ପାଣିକୁ ଡେଇଁବା କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ତେବେ ଯୁବକ ଜଣକ ଭୁବନେଶ୍ୱରସ୍ଥିତ ଶୈଳଶ୍ରୀବିହାର ଅଞ୍ଚଳର ବିଶ୍ୱ ଦେବ ଦାସ ବୋଲି ଜଣାପଡ଼ିଛି।

About The Author: The Sakala