ଆଠଗଡ଼: ମହାନଦୀ ପାର୍ ବେଳେ ଫସିଲା ହାତୀପଲ । ଗୋଟିଏ ହାତୀ ପାଣି ସୁଅରେ ଭାସି ଆସି ମୁଣ୍ଡଳି ବ୍ରିଜର ଗୋଟିଏ ଗେଟରେ ଲାଗି ରହିଛି । ହାତୀକୁ ପାଣିରୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପାଣି ସୁଅ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ଯ ସେତେଟା ସହଜ ହେଉନାହିଁ । ହାତୀ ପାଖକୁ ଡଙ୍ଗା ଯିବା ମଧ୍ୟ ସମ୍ଭବ ନୁହେଁ । ଗୋଟିଏ ହାତୀ ଭାସି ଆସି ମୁଣ୍ଡଳି ବ୍ରିଜ ନିକଟରେ ଲାଖିଥିବା ବେଳେ ଅନ୍ୟ ୬ଟି ହାତୀ ଭାସି ଆସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନନିକଟରେ ଲାଗଛନ୍ତି । ଆଠଗଡ଼ ପଟୁ ୧୭ ଟିକିଆ ହାତୀପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିବା ଆଠଗଡ଼ ରେଞ୍ଜର ସୂଚନା ଦେଇଛନ୍ତି।
ମହାନଦୀ ପାର୍ ବେଳେ ଭାସିଗଲେ ୭ ହାତୀ, ଉଦ୍ଧାରକାର୍ଯ୍ଯ ଜାରି
ଆଠଗଡ଼: ମହାନଦୀ ପାର୍ ବେଳେ ଫସିଲା ହାତୀପଲ । ଗୋଟିଏ ହାତୀ ପାଣି ସୁଅରେ ଭାସି ଆସି ମୁଣ୍ଡଳି ବ୍ରିଜର ଗୋଟିଏ ଗେଟରେ ଲାଗି ରହିଛି । ହାତୀକୁ ପାଣିରୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପାଣି ସୁଅ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ଯ ସେତେଟା ସହଜ ହେଉନାହିଁ । ହାତୀ ପାଖକୁ ଡଙ୍ଗା ଯିବା ମଧ୍ୟ ସମ୍ଭବ ନୁହେଁ । ଗୋଟିଏ ହାତୀ ଭାସି […]