ଯାଜପୁର ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ: ନୂଆ-ଓ ମହୋତ୍ସବରେ ଯୋଗଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

ଯାଜପୁର: ମଙ୍ଗଳବାର ଯାଜପୁର ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ। ତେବେ ପ୍ରଥମ ପର୍ଯ୍ୟୟରେ ଏନସି କଲେଜ ପଡିଆରେ ଆୟୋଜିତ ନୂଆ-ଓ  ମହୋତ୍ସବରେ ଯୋଗଦେବେ । ଯାଜପୁର ସହରର ଏନସି କଲେଜ ପଡିଆଠାରେ ଜିଲ୍ଲାର ବିଭିନ୍ନ କଲେଜରୁ ପ୍ରାୟ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେବେ। ପାଖାପାଖି ୪୦ ମିନିଟ୍ ଧରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ପ୍ରମୂଖ ସାଂସ୍କୃତିକ ଅନୁଷ୍ଠାନକୁ ସାମିଲ କରାଯାଇଛି। ଅନ୍ୟପଟେ କୁସୁମା ପଡିଆରେ ମଧ୍ୟ […]

ଯାଜପୁର: ମଙ୍ଗଳବାର ଯାଜପୁର ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ। ତେବେ ପ୍ରଥମ ପର୍ଯ୍ୟୟରେ ଏନସି କଲେଜ ପଡିଆରେ ଆୟୋଜିତ ନୂଆ-ଓ  ମହୋତ୍ସବରେ ଯୋଗଦେବେ । ଯାଜପୁର ସହରର ଏନସି କଲେଜ ପଡିଆଠାରେ ଜିଲ୍ଲାର ବିଭିନ୍ନ କଲେଜରୁ ପ୍ରାୟ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେବେ। ପାଖାପାଖି ୪୦ ମିନିଟ୍ ଧରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ପ୍ରମୂଖ ସାଂସ୍କୃତିକ ଅନୁଷ୍ଠାନକୁ ସାମିଲ କରାଯାଇଛି।

ଅନ୍ୟପଟେ କୁସୁମା ପଡିଆରେ ମଧ୍ୟ ଭବ୍ୟ ଆୟୋଜନ କରାଯାଇଛି। କୁସୁମା ପଡିଆରେ ପ୍ରାୟ ୨୦ ହଜାର ଯୁବ କର୍ମୀ ସାମିଲ ହେ​ବେ। ତେବେ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

 

 

About The Author: The Sakala