ବାଲେଶ୍ବରରେ ନିର୍ମାଣାଧୀନ ମେଗା ପ୍ରକଳ୍ପର ସମୀକ୍ଷା କଲେ ୫ଟି ସଚିବ ‌

ବାଲେଶ୍ୱର: ବିଭିନ୍ନ ନିର୍ମାଣାଧୀନ ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି ୫ଟି ସଚିବ । ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ବିଭାଗ ସଚିବ କିଷନ କୁମାର ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଛନ୍ତି।  ଜିଲ୍ଲାରେ ନିର୍ମାଣାଧୀନ କେତେକ ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା  କରିବାକୁ ବାଲେଶ୍ବରରେ ପହଞ୍ଚିଛନ୍ତି ୫ଟି ସଚିବ । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ବିଭାଗ ସଚିବ କିଷନ […]

ବାଲେଶ୍ୱର: ବିଭିନ୍ନ ନିର୍ମାଣାଧୀନ ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି ୫ଟି ସଚିବ । ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ବିଭାଗ ସଚିବ କିଷନ କୁମାର ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଛନ୍ତି।  ଜିଲ୍ଲାରେ ନିର୍ମାଣାଧୀନ କେତେକ ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା  କରିବାକୁ ବାଲେଶ୍ବରରେ ପହଞ୍ଚିଛନ୍ତି ୫ଟି ସଚିବ । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ବିଭାଗ ସଚିବ କିଷନ କୁମାର ମଧ୍ୟ ଅଛନ୍ତି । ସହର ସୌନ୍ଦର୍ଯ୍ଯକରଣ, ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜ, ପ୍ରସ୍ତାବିତ ପାର୍କ ନିର୍ମାଣ କାମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ ।

About The Author: The Sakala