ଭୁବନେଶ୍ବର: ଯୁବତୀଙ୍କ ନାମରେ ଫେକ ଆଇଡ କରି ଫସାଉଥିଲେ ଯୁବକଙ୍କୁ। ଫେସବୁକର ଫେକ ପ୍ରେମିକା ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେଜଣଙ୍କୁ ଗିରଫ କରିଛି ସାଇବର ଥାନା ପୁଲିସ । ଫେସବୁକରେ ଯୁବତୀ ନାମରେ ଫେକ ଆଇଡି କରି ଜଣେ ଇଞ୍ଜିନିୟରଙ୍କୁ ଫସେଇଥିଲା ଠକ। ଫେକ ପ୍ରେମିକା ଅର୍ଥାତ ଠକ ଜଣକ ନିଜକୁ ଡାକ୍ତର ଥିବା ଇଞ୍ଜିନିୟରଙ୍କୁ କହିଥିଲେ। ବିଭିନ୍ନ ସମୟରେ ବାହାନା କରି ଇଞ୍ଜିନିୟରଙ୍କ ଠାରୁ ୩୫ ଲକ୍ଷ ଟଙ୍କା ନେଇଥିଲା ଠକ। ଅଭିଯୁକ୍ତ ଠକ ଜଣକ ନାଁ ଶ୍ରୀଧର ମହାରଣା ବୋଲି ଜଣାପଡ଼ିଛି। ତଙ୍କ ଘର ବ୍ରହ୍ମପୁର। ଏକ ବର୍ଷ ହେଲା ଅଭିଯୋଗକାରୀଙ୍କ ସହିତ ହ୍ବାଟସଆପରେ କଥା ହେଉଥିଲେ । ଦେଖା କରିବାକୁ ଡାକିଲେ ବାହାନା କରି ଦେଖା ଦେଉନଥିଲେ।
ପୁଲିସ କବଜାରେ ଫେସବୁକରେ ସାଜିଥିବା ଫେକ ପ୍ରେମିକା, ଇଞ୍ଜିନିୟରଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଚୂନ ଲଗାଇଥିଲା ଠକ
ଭୁବନେଶ୍ବର: ଯୁବତୀଙ୍କ ନାମରେ ଫେକ ଆଇଡ କରି ଫସାଉଥିଲେ ଯୁବକଙ୍କୁ। ଫେସବୁକର ଫେକ ପ୍ରେମିକା ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେଜଣଙ୍କୁ ଗିରଫ କରିଛି ସାଇବର ଥାନା ପୁଲିସ । ଫେସବୁକରେ ଯୁବତୀ ନାମରେ ଫେକ ଆଇଡି କରି ଜଣେ ଇଞ୍ଜିନିୟରଙ୍କୁ ଫସେଇଥିଲା ଠକ। ଫେକ ପ୍ରେମିକା ଅର୍ଥାତ ଠକ ଜଣକ ନିଜକୁ ଡାକ୍ତର ଥିବା ଇଞ୍ଜିନିୟରଙ୍କୁ କହିଥିଲେ। ବିଭିନ୍ନ ସମୟରେ ବାହାନା କରି ଇଞ୍ଜିନିୟରଙ୍କ ଠାରୁ ୩୫ ଲକ୍ଷ ଟଙ୍କା ନେଇଥିଲା ଠକ। ଅଭିଯୁକ୍ତ ଠକ ଜଣକ […]