ମୋଷ୍ଟ ୱାଣ୍ଟେଡ ଗଙ୍ଗାଧର ପରିଡା ଗିରଫ, ବହୁ ଅପରାଧୀକ ଘଟଣାରେ ଥିଲା ସମ୍ପୃକ୍ତ

ବାଣପୁର: ଆଜି ବାଣପୁର ପୁଲିସକୁ ମିଳିଛି ବଡ ସଫଳତା । ସାହାସପୁର ଗ୍ରାମର ମୋଷ୍ଟ ୱାଣ୍ଟେଡ ଗଙ୍ଗାଧର ପରିଡାକୁ ବାଣପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ବିଭିନ୍ନ ହତ୍ୟା ଘଟଣା, ହତ୍ୟା ଉଦ୍ୟମ, ବୋମା ମାଡ, ବେଆଇନ ମଦ ବେପାର ଘଟଣା ସହିତ ବହୁ ଆଇନ ବିରୋଧ ଘଟଣାରେ ସମ୍ପୃକ୍ତ ଥିଲା। ପୂର୍ବରୁ ବାଣପୁର କୋର୍ଟ ତା ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଥିଲା । ତାର ସହଯୋଗୀ ଦିବ୍ୟସିଂହା ରାଉତରାୟ […]

ବାଣପୁର: ଆଜି ବାଣପୁର ପୁଲିସକୁ ମିଳିଛି ବଡ ସଫଳତା । ସାହାସପୁର ଗ୍ରାମର ମୋଷ୍ଟ ୱାଣ୍ଟେଡ ଗଙ୍ଗାଧର ପରିଡାକୁ ବାଣପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ବିଭିନ୍ନ ହତ୍ୟା ଘଟଣା, ହତ୍ୟା ଉଦ୍ୟମ, ବୋମା ମାଡ, ବେଆଇନ ମଦ ବେପାର ଘଟଣା ସହିତ ବହୁ ଆଇନ ବିରୋଧ ଘଟଣାରେ ସମ୍ପୃକ୍ତ ଥିଲା। ପୂର୍ବରୁ ବାଣପୁର କୋର୍ଟ ତା ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଥିଲା । ତାର ସହଯୋଗୀ ଦିବ୍ୟସିଂହା ରାଉତରାୟ ଓରଫ କାଳିଆକୁ ମଧ୍ୟ ପୁଲିସ କୋର୍ଟର ଜାମିନ ବିହୀନ ପାରୱାନା ବଳରେ ଗିରଫ କରିଛି।

About The Author: The Sakala