By
The Sakala
ଭୁବନେଶ୍ବର: ରାଜଧାନୀରେ ଲୁଟ୍ । ଘର ଠିକଣା ପଚାରିବା ଆଳରେ ଝାମ୍ପି ନେଲା ସୁନା ଚେନ । ସିସିଟିଭିରେ କଏଦ ହୋଇଛି ଝାମ୍ପି ନେବାର ସମ୍ପୂର୍ଣ୍ଣ ଦୃଶ୍ୟ । ଏହି ଘଟଣାଟି ନୟାପଲ୍ଲୀ ଅଞ୍ଚଳରେ ଘଟିଛି। ମହିଳା ଜଣକ ଘର ଭିତରେ ଝାଡୁ କରୁ ଥିଲେ। ଲୁଟେର ଜଣକ ଠିକଣା ପଚାରିବା ଆଳରେ ଗେଟ ବାହାରୁ ହାତ ପୁରାଇ ସୁନା ଚେନ ଝାମ୍ପି ନେଇଛନ୍ତି। ଏ ନେଇ ମହିଳା ଜଣଙ୍କ ନୟାପଲ୍ଲୀ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। […]
ଭୁବନେଶ୍ବର: ରାଜଧାନୀରେ ଲୁଟ୍ । ଘର ଠିକଣା ପଚାରିବା ଆଳରେ ଝାମ୍ପି ନେଲା ସୁନା ଚେନ । ସିସିଟିଭିରେ କଏଦ ହୋଇଛି ଝାମ୍ପି ନେବାର ସମ୍ପୂର୍ଣ୍ଣ ଦୃଶ୍ୟ । ଏହି ଘଟଣାଟି ନୟାପଲ୍ଲୀ ଅଞ୍ଚଳରେ ଘଟିଛି। ମହିଳା ଜଣକ ଘର ଭିତରେ ଝାଡୁ କରୁ ଥିଲେ। ଲୁଟେର ଜଣକ ଠିକଣା ପଚାରିବା ଆଳରେ ଗେଟ ବାହାରୁ ହାତ ପୁରାଇ ସୁନା ଚେନ ଝାମ୍ପି ନେଇଛନ୍ତି। ଏ ନେଇ ମହିଳା ଜଣଙ୍କ ନୟାପଲ୍ଲୀ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।
About The Author: The Sakala