ନବରଙ୍ଗପୁରରେ ଡବଲ ମର୍ଡର, ଦୁଇ ବର୍ଷର ପୁଅକୁ ହତ୍ୟାକଲା ସଇତାନ ବାପା

The Sakala Picture
Published On

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଗୁଜୁମାପଦର ଗାଁରେ ଡବଲ ମର୍ଡର। ଦୁଇ ବର୍ଷର ପୁଅକୁ ହତ୍ୟାକଲା ସଇତାନ ବାପା। ପ୍ରତିବାଦ କରିଥିବା ପଡ଼ୋଶୀ ବୃଦ୍ଧାଙ୍କୁ ମଧ୍ୟ ହତ୍ୟା କରିଛି ହତ୍ୟାକାରୀ। ହତ୍ୟାକାରୀରର ନାଁ ରାଧା ସାନ୍ତା । ଖବର ପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ରାଧା ସାନ୍ତାକୁ ଗିରଫ କରିଛି । ତେବେ ହତ୍ୟାକାଣ୍ଡ କେଉଁ କାରଣରୁ ଘଟିଛି ସେ ନେଇ କିଛି ସ୍ପଷ୍ଟ ଜଣାପଡି ନାହିଁ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

01 Dec 2023 By The Sakala

ନବରଙ୍ଗପୁରରେ ଡବଲ ମର୍ଡର, ଦୁଇ ବର୍ଷର ପୁଅକୁ ହତ୍ୟାକଲା ସଇତାନ ବାପା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଗୁଜୁମାପଦର ଗାଁରେ ଡବଲ ମର୍ଡର। ଦୁଇ ବର୍ଷର ପୁଅକୁ ହତ୍ୟାକଲା ସଇତାନ ବାପା। ପ୍ରତିବାଦ କରିଥିବା ପଡ଼ୋଶୀ ବୃଦ୍ଧାଙ୍କୁ ମଧ୍ୟ ହତ୍ୟା କରିଛି ହତ୍ୟାକାରୀ। ହତ୍ୟାକାରୀରର ନାଁ ରାଧା ସାନ୍ତା । ଖବର ପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ରାଧା ସାନ୍ତାକୁ ଗିରଫ କରିଛି । ତେବେ ହତ୍ୟାକାଣ୍ଡ କେଉଁ କାରଣରୁ ଘଟିଛି ସେ ନେଇ କିଛି ସ୍ପଷ୍ଟ ଜଣାପଡି ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର