ହ୍ବାଟ୍ସଆପ୍‌ରେ ମେସେଜକୁ ଡିଲିଟ୍‌ ଫର୍‌ ଏଭ୍ରିୱାନ୍‌ କରିପାରିବେ ଗ୍ରୁପ୍‌ ଆଡମିନ୍‌

The Sakala Picture
Published On

ନୂଆଦିଲ୍ଲୀ : ବର୍ତ୍ତମାନ ଅନେକ ଆପ୍ ନୂଆ ନୂଆ ଫିଚର୍ ସବୁ ଛାଡୁଛନ୍ତି। ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ହେଉଛି ହ୍ଵାଟ୍ସଆପ ତା’ର ୟୁଜରଙ୍କ ପାଇଁ ଏହି ଫିଚର ଆଣିଛି। କ୍ୟାବ୍‌ ବୁକ୍ ନେଇ ତାହାର ପ୍ରଥମ ପରୀକ୍ଷଣ ଲକ୍ଷ୍ନୌ ସହରରେ ଗତ ବର୍ଷ ଡିସେମ୍ବରରେ କରାଯାଇଥିଲା। ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ୟୁଜରଙ୍କୁ ଆଉ ଅଲଗା ଭାବରେ ଉବର ଆପ୍ ଡାଉନଲୋଡ୍ କରିବାକୁ ପଡିବ ନାହିଁ। ଆପଣ ବର୍ତ୍ତମାନ ହ୍ଵାଟ୍ସଆପରେ […]

ନୂଆଦିଲ୍ଲୀ : ବର୍ତ୍ତମାନ ଅନେକ ଆପ୍ ନୂଆ ନୂଆ ଫିଚର୍ ସବୁ ଛାଡୁଛନ୍ତି। ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ହେଉଛି ହ୍ଵାଟ୍ସଆପ ତା’ର ୟୁଜରଙ୍କ ପାଇଁ ଏହି ଫିଚର ଆଣିଛି। କ୍ୟାବ୍‌ ବୁକ୍ ନେଇ ତାହାର ପ୍ରଥମ ପରୀକ୍ଷଣ ଲକ୍ଷ୍ନୌ ସହରରେ ଗତ ବର୍ଷ ଡିସେମ୍ବରରେ କରାଯାଇଥିଲା। ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ୟୁଜରଙ୍କୁ ଆଉ ଅଲଗା ଭାବରେ ଉବର ଆପ୍ ଡାଉନଲୋଡ୍ କରିବାକୁ ପଡିବ ନାହିଁ। ଆପଣ ବର୍ତ୍ତମାନ ହ୍ଵାଟ୍ସଆପରେ ଉବର ରାଇଡ୍ ବୁକ୍ କରିପାରିବେ। କ୍ୟାବ କମ୍ପାନୀ ଉବର ଖୁବ୍ ଶୀଘ୍ର ହ୍ଵାଟ୍ସଆପ ଆପ୍ ପାଇଁ ଏହି ନୂତନ ବିକଳ୍ପ ଲଞ୍ଚ କରିବାକୁ ଯାଉଛି।

କେବଳ ଅଗଷ୍ଟ ପ୍ରଥମ ସପ୍ତାହରେ ଦିଲ୍ଲୀ-ଏନ୍‌ସିଆର ପାଇଁ ଉବର ଏହି ନୂତନ କ୍ୟାବ ବୁକିଂ ସେବା ଆରମ୍ଭ କରିବାକୁ ଯାଉଛି। ଅପରପକ୍ଷେ ହ୍ବାଟ୍ସଆପର ନୂଆ ଫିଚର ଅନୁସାରେ, ଗ୍ରୁପ ଉପରେ ପୂର୍ବାପେକ୍ଷା ଅଧିକ ନିୟନ୍ତ୍ରଣ କ୍ଷମତା ପାଇବେ ଆଡମିନ। ସମ୍ପୃକ୍ତ ଆଡମିନ ଗ୍ରୁପର ଯେକୌଣି ମେସେଜକୁ ସମସ୍ତଙ୍କ ପାଇଁ ଡିଲିଟ କରିପାରିବେ। ଗୁଗୁଲ ପ୍ଲେ ବେଟା ପ୍ରୋଗ୍ରାମକୁ ଅପଡେଟ କରି ସଂସ୍ଥା ନୂଆ ଫିଚରକୁ କାର୍ଯ୍ୟକ୍ଷମ କରିବାକୁ ଯାଉଛି। ବର୍ତ୍ତମାନ ହ୍ବାଟ୍ସଆପ୍‌ ଗ୍ରୁପ କ୍ରିଏଟ କରି ବିଭିନ୍ନ କାର୍ଯ୍ୟ ପାଇଁ ଏହାକୁ ପ୍ରଭାବୀ ଭାବେ ମଧ୍ୟ ବ୍ୟବହାର କରାଯାଉଛି। ତେବେ ଏହା ପୂର୍ବରୁ ଗ୍ରୁପର ଆଡମିନଙ୍କ ନିକଟରେ ସୀମିତ କ୍ଷମତା ରହୁଥିଲା।

ସଦସ୍ୟଙ୍କୁ ଗ୍ରୁପରୁ ବାହାର କରିବା କିମ୍ବା ନୂତନ ସଦସ୍ୟଙ୍କୁ ଗ୍ରୁପରେ ସାମିଲ କରିବା ଓ ଗ୍ରୁପରେ କିଏ ମେସେଜ୍‌ ପୋଷ୍ଟ କରିପାରିବ ସେ ନେଇ ଆଡମିନ ନିଷ୍ପତ୍ତି ନେଇପାରୁଥିଲେ । ଏପରି ସ୍ଥିତିରେ ଆଡମିନଙ୍କ ଅପେକ୍ଷାକୃତ କମ ନିୟନ୍ତ୍ରଣ କ୍ଷମତା କେତେକାଂଶରେ ସମସ୍ୟା ସୃଷ୍ଟି କରୁଥିଲା । କେତେକ ମିଥ୍ୟା, ଭିତ୍ତିହୀନ ଓ ସ୍ପାମ ମେସେଜ ମଧ୍ୟ ଅତି ସହଜରେ ପୋଷ୍ଟ ହେବା ସହ ଗ୍ରୁପରୁ ଗ୍ରୁପକୁ ଭାଇରାଲ ମଧ୍ୟ ହେବା ସମ୍ଭବ ହେଉଥÒଲା। ଏପରି ନୂଆ ଫିଚର ଫଳରେ ଗ୍ରୁପ ଉପରେ ଅଧିକ ନିୟନ୍ତ୍ରଣ ହାସଲ କରିବା ସହ ଯେକୌଣସି ମେସେଜ୍‌କୁ ଗ୍ରୁପରୁ ସମ୍ପୂର୍ଣ୍ଣ ଡିଲିଟ୍‌ କରିପାରିବାର କ୍ଷମତା ପାଇବେ ଆଡମିନ। ତେବେ ଏହି ଫିଚର ଖୁବ୍‌ଶୀଘ୍ର ହ୍ବାଟ୍ସଆପରେ ଉପଲବ୍ଧ ହେବାକୁ ଯାଉଛି।

06 Aug 2022 By The Sakala

https://www.thesakala.in/technology/whatsapp-to-allow-group-admins-to-delete-messages-for-everyone/article-13913
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର