ଟୋକିଓ ପାରାଲିମ୍ପିକ୍ସରେ ଭାରତର ଦବଦବା ଜାରି: ହାଇ ଜମ୍ପରେ ପ୍ରବୀଣ କୁମାରଙ୍କୁ ରୌପ୍ୟ

ଟୋକିଓ ପାରାଲିମ୍ପିକ୍ସରେ ଶୁକ୍ରବାର ଭାରତକୁ ଆଉ ଏକ ପଦକ ମିଳିଛି। ପୁରୁଷ ହାଇ ଜମ୍ପରେ ପ୍ରବୀଣ କୁମାର ରୌପ୍ୟ ପଦକ ଜିତିଛନ୍ତି। ଏଥିସହିତ ଭାରତର ମୋଟ ପଦକ ସଂଖ୍ଯା ୧୧କୁ ବୃଦ୍ଧି ପାଇଛି। ମୋଟ ପଦକ ମଧ୍ଯରେ ୨ଟି ଗୋଲ୍ଡ, ୬ଟି ରୌପ୍ଯ ଓ ୩ଟି ବ୍ରୋଞ୍ଜ ପଦକ ରହିଛି।

About The Author: The Sakala