ଆଇପିଏଲ ଖେଳାଳି ମହାନିଲାମ: ଜାଣନ୍ତୁ କେଉଁ ଖେଳାଳି କେତେ ଟଙ୍କାରେ କେଉଁ ଦଳକୁ ଗଲେ….

ବେଙ୍ଗାଲୁରୁ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା  ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ । ପୂର୍ବରୁ ଶ୍ରେୟସଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରହିଛନ୍ତି । ସେହିପରି  ପ୍ୟାଟ୍ କୁମିନ୍ସଙ୍କୁ ପୁଣି କୋଲକାତା ୭ କୋଟି ୨୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ସେହିପରି, […]

ବେଙ୍ଗାଲୁରୁ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା  ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ । ପୂର୍ବରୁ ଶ୍ରେୟସଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରହିଛନ୍ତି । ସେହିପରି  ପ୍ୟାଟ୍ କୁମିନ୍ସଙ୍କୁ ପୁଣି କୋଲକାତା ୭ କୋଟି ୨୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି।

ସେହିପରି,

ହର୍ଷଲ ପଟେଲ-  ୧୦ କୋଟି ୭୫ ଲକ୍ଷ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

କାଗିସୋ ରବାଡା- ୯ କୋଟି ୨୫ ଲକ୍ଷ- କିଙ୍ଗସ ଇଲେଭେନ୍‍ ପଞ୍ଜାବ

ସିମରନ ହେତମେୟାର-  ୮ କୋଟି ୫୦ ଲକ୍ଷ- ରାଜସ୍ଥାନ

ଶିଖର ଧାୱନଙ୍କ – ୮.୨୫ କୋଟି-  କିଙ୍ଗସ ଇଲେଭେନ୍‍ ପଞ୍ଜାବ

ନୀତିଶ ରାଣା- ୮ କୋଟି -କୋଲକାତା ନାଇଟ ରାଇଡର୍ସ

ଟ୍ରେଣ୍ଟ ବୋଲ୍ଟଙ୍କୁ-  ୮ କୋଟି-  ରାଜସ୍ଥାନ

ଦେବଦତ୍ତ ପାଡିକଲ- ୭ କୋଟି ୭୫ ଲକ୍ଷ- ରାଜସ୍ଥାନ

ଫାଫ ଡୁ ପ୍ଲେସିସ- ୭ କୋଟି- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

କ୍ୱିଣ୍ଟନ ଡି କକଙ୍କୁ- ୬ କୋଟି ୭୫ ଲକ୍ଷ – ଲକ୍ଷ୍ନୌ ସୁପର ଜାଏଣ୍ଟଟ

ଡେଭିଡ ୱାର୍ଣ୍ଣର – ୬ କୋଟି ୨୫ ଲକ୍ଷ- ଦିଲ୍ଲୀ କ୍ୟାପିଟାଲ୍ସ

ମହମ୍ମଦ ସାମି-  ୬ କୋଟି ୨୫ ଲକ୍ଷ -ଗୁଜୁରାଟ ଟାଇଟନ୍ସ

ଦୀପକ ହୁଡ୍ଡା- ୫ କୋଟି ୭୫ ଲକ୍ଷ – ଲକ୍ଷ୍ନୌ ସୁପର ଜାଏଣ୍ଟ ।

ମନୀଷ ପାଣ୍ଡେ – ୪ କୋଟି ୬୦ ଲକ୍ଷ-  ଲକ୍ଷ୍ନୌ ସୁପର ଜାଏଣ୍ଟ

ଡ୍ୱେନ୍ ବ୍ରାଭୋ- ୪.୭୫ କୋଟି- ଚେନ୍ନାଇ ସୁପର୍ କିଙ୍ଗସ୍

 

 

About The Author: The Sakala