ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

The Sakala Picture
Published On

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ । ବିସିସିଆଇର ଜୁନିଅର ଚୟନକର୍ତ୍ତା କମିଟି ଟିମ୍ ଇଣ୍ଡିଆ ଅଣ୍ଡର-୧୯ ପାଇଁ ଟିମ୍ ଘୋଷଣା କରିଛି । ୧୬ ଜଣିଆ ଟିମରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ହୋଇଛନ୍ତି । ଇଣ୍ଡିଆ ଅଣ୍ଡର-୧୯ ପାଇଁ ୧୬ ଜଣିଆ ଟିମର ଅଧିନାୟକ ଦାୟିତ୍ବ ଆୟୁଷ ମାତ୍ରେଙ୍କୁ ଦିଆଯାଇଛି । ଆୟୁଷ ଏବଂ ବୈଭବ ଦୁହେଁ ଆଇପିଏଲ ୨୦୨୫ରେ କମାଲ ପ୍ରଦର୍ଶନ କରିଛନ୍ତି । ଆଇପିଏଲରେ କମାଲ୍ […]

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ । ବିସିସିଆଇର ଜୁନିଅର ଚୟନକର୍ତ୍ତା କମିଟି ଟିମ୍ ଇଣ୍ଡିଆ ଅଣ୍ଡର-୧୯ ପାଇଁ ଟିମ୍ ଘୋଷଣା କରିଛି । ୧୬ ଜଣିଆ ଟିମରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ହୋଇଛନ୍ତି । ଇଣ୍ଡିଆ ଅଣ୍ଡର-୧୯ ପାଇଁ ୧୬ ଜଣିଆ ଟିମର ଅଧିନାୟକ ଦାୟିତ୍ବ ଆୟୁଷ ମାତ୍ରେଙ୍କୁ ଦିଆଯାଇଛି । ଆୟୁଷ ଏବଂ ବୈଭବ ଦୁହେଁ ଆଇପିଏଲ ୨୦୨୫ରେ କମାଲ ପ୍ରଦର୍ଶନ କରିଛନ୍ତି । ଆଇପିଏଲରେ କମାଲ୍ କରିବା ପରେ ଏବେ ଅଣ୍ଡର-୧୯ କ୍ରିକେଟରେ ଭାରତ ତରଫରୁ ଇଂଲଣ୍ଡ ବିପକ୍ଷରେ ଖେଳିବେ ।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ଫାଇନାଲ୍ ୨୦୨୬: ଆର୍ଜେଣ୍ଟିନାକୁ ମାତ୍ ଦେଇ ଟାଇଟଲ୍ ହାତେଇଲା ସ୍ପେନ୍, ମେସିଙ୍କ ଯାଦୁ ଫିକା

ଅଣ୍ଡର-୧୯ ଟିମ୍ ସିରିଜ ୨୪ ଜୁନରୁ ଆରମ୍ଭ ହୋଇ ୨୩ ଜୁଲାଇ ଯାଏଁ ଚାଲିବ । ଏହି ସମୟରେ ଇଂଲଣ୍ଡ ଅଣ୍ଡର-୧୯ ଟିମ୍ରୁ ୫୦ ଓଭରର ଏକ ୱାର୍ମଅପ୍ ମ୍ୟାଚ୍ ଖେଳାଯିବ । ଏହାପରେ ଅଣ୍ଡର-୧୯ ଟିମ୍ ୫ଟି ଦିନିକିଆ ସିରିଜ ଏବଂ ୨ଟି ମଲ୍ଟି ଡେ ମ୍ୟାଚ୍ ଖେଳିବ ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ମେସିଙ୍କ ଅବସର ଚର୍ଚ୍ଚା: ପ୍ରତିକ୍ରିୟା ରଖିଲେ କୋଚ୍ ଲିଓନେଲ୍ ସ୍କାଲୋନି

ଅଣ୍ଡର-୧୯ ଟିମ୍ :

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ଆୟୁଷ ମାତ୍ରେ(ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମଲହୋତ୍ରା, ମୌଲ୍ୟରାଜସିଂ ଚଢା, ରାହୁଲ କୁମାର, ଅଭିଜ୍ଞତା କୁଣ୍ଡୁ(ଉପ ଅଧିନାୟକ-ୱିକେଟକିପର), ହରଭାନ୍ସ ସିଂ, ଆରଏସ ଅମ୍ବ୍ରିସ, କନିଷ୍କ ଚୌହ୍ବାନ, ଖିଲନ ପଟେଲ, ହେନିଲ ପଟେଲ, ୟୁଦ୍ଧାଜିତ ଗୁହା, ପ୍ରଣବ ରାଘବେନ୍ଦ୍ର, ମହମ୍ମଦ ଏନ୍ନାନ, ଆଦିତ୍ୟ ରାଣା, ଅନମୋଲଜିତ ସିଂ ।

ଷ୍ଟାଣ୍ଡବାଏ ଖେଳାଳି: ନମନ ପୁଷ୍ପକ, ଡି ଦିପେଶ, ବେଦାନ୍ତ ତ୍ରିବେଦୀ, ବିକଳ୍ପ ତିୱାରୀ, ଅଳକ୍ରିତ ରାପୋଲ ।

22 May 2025 By The Sakala

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ । ବିସିସିଆଇର ଜୁନିଅର ଚୟନକର୍ତ୍ତା କମିଟି ଟିମ୍ ଇଣ୍ଡିଆ ଅଣ୍ଡର-୧୯ ପାଇଁ ଟିମ୍ ଘୋଷଣା କରିଛି । ୧୬ ଜଣିଆ ଟିମରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ହୋଇଛନ୍ତି । ଇଣ୍ଡିଆ ଅଣ୍ଡର-୧୯ ପାଇଁ ୧୬ ଜଣିଆ ଟିମର ଅଧିନାୟକ ଦାୟିତ୍ବ ଆୟୁଷ ମାତ୍ରେଙ୍କୁ ଦିଆଯାଇଛି । ଆୟୁଷ ଏବଂ ବୈଭବ ଦୁହେଁ ଆଇପିଏଲ ୨୦୨୫ରେ କମାଲ ପ୍ରଦର୍ଶନ କରିଛନ୍ତି । ଆଇପିଏଲରେ କମାଲ୍ କରିବା ପରେ ଏବେ ଅଣ୍ଡର-୧୯ କ୍ରିକେଟରେ ଭାରତ ତରଫରୁ ଇଂଲଣ୍ଡ ବିପକ୍ଷରେ ଖେଳିବେ ।

ଅଣ୍ଡର-୧୯ ଟିମ୍ ସିରିଜ ୨୪ ଜୁନରୁ ଆରମ୍ଭ ହୋଇ ୨୩ ଜୁଲାଇ ଯାଏଁ ଚାଲିବ । ଏହି ସମୟରେ ଇଂଲଣ୍ଡ ଅଣ୍ଡର-୧୯ ଟିମ୍ରୁ ୫୦ ଓଭରର ଏକ ୱାର୍ମଅପ୍ ମ୍ୟାଚ୍ ଖେଳାଯିବ । ଏହାପରେ ଅଣ୍ଡର-୧୯ ଟିମ୍ ୫ଟି ଦିନିକିଆ ସିରିଜ ଏବଂ ୨ଟି ମଲ୍ଟି ଡେ ମ୍ୟାଚ୍ ଖେଳିବ ।

ଅଣ୍ଡର-୧୯ ଟିମ୍ :

ଆୟୁଷ ମାତ୍ରେ(ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମଲହୋତ୍ରା, ମୌଲ୍ୟରାଜସିଂ ଚଢା, ରାହୁଲ କୁମାର, ଅଭିଜ୍ଞତା କୁଣ୍ଡୁ(ଉପ ଅଧିନାୟକ-ୱିକେଟକିପର), ହରଭାନ୍ସ ସିଂ, ଆରଏସ ଅମ୍ବ୍ରିସ, କନିଷ୍କ ଚୌହ୍ବାନ, ଖିଲନ ପଟେଲ, ହେନିଲ ପଟେଲ, ୟୁଦ୍ଧାଜିତ ଗୁହା, ପ୍ରଣବ ରାଘବେନ୍ଦ୍ର, ମହମ୍ମଦ ଏନ୍ନାନ, ଆଦିତ୍ୟ ରାଣା, ଅନମୋଲଜିତ ସିଂ ।

ଷ୍ଟାଣ୍ଡବାଏ ଖେଳାଳି: ନମନ ପୁଷ୍ପକ, ଡି ଦିପେଶ, ବେଦାନ୍ତ ତ୍ରିବେଦୀ, ବିକଳ୍ପ ତିୱାରୀ, ଅଳକ୍ରିତ ରାପୋଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର