ବାସ୍ତୁ ଶାସ୍ତ୍ରରେ ଘରର ଝରକା ଓ କବାଟ ସମ୍ପର୍କିତ କ’ଣ ରହିଛି ବାସ୍ତୁ ନିୟମ, ଆସନ୍ତୁ ଜାଣିବା…..

The Sakala Picture
Published On

ଘରେ ସକାରାତ୍ମକ ଶକ୍ତି ସୃଷ୍ଟି କରିବା କ୍ଷେତ୍ରରେ କବାଟ ଓ ଝରକାର ଗୁରୁତ୍ବ ଅଧିକ। ତେଣୁ ବାସ୍ତୁ ଶାସ୍ତ୍ରରେ ଝରକା ଓ କବାଟ ସମ୍ପର୍କିତ କିଛି ବାସ୍ତୁ ନିୟମ ରହିଛି। ସେହିସବୁ ନିୟମଗୁଡ଼ିକ ହେଉଛି – ପଶ୍ଚିମ ଓ ଦକ୍ଷିଣ ଦିଗରେ ଝରକା ନିର୍ମାଣ କରିବାକୁ ଚାହୁଁଥିଲେ, ଝରକାର ଆକାର ଛୋଟ ରଖନ୍ତୁ। ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଅଧିକ ଚଉଡ଼ା ଓ ଖୋଲାସ୍ଥାନ ଥିଲେ, ସେଠାରେ ଝରକା ନିର୍ମାଣ କରିବା ଉଚିତ ନୁହେଁ। ଉତ୍ତର-ପୂର୍ବ କିମ୍ବା […]

ଘରେ ସକାରାତ୍ମକ ଶକ୍ତି ସୃଷ୍ଟି କରିବା କ୍ଷେତ୍ରରେ କବାଟ ଓ ଝରକାର ଗୁରୁତ୍ବ ଅଧିକ। ତେଣୁ ବାସ୍ତୁ ଶାସ୍ତ୍ରରେ ଝରକା ଓ କବାଟ ସମ୍ପର୍କିତ କିଛି ବାସ୍ତୁ ନିୟମ ରହିଛି। ସେହିସବୁ ନିୟମଗୁଡ଼ିକ ହେଉଛି –

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

  • ପଶ୍ଚିମ ଓ ଦକ୍ଷିଣ ଦିଗରେ ଝରକା ନିର୍ମାଣ କରିବାକୁ ଚାହୁଁଥିଲେ, ଝରକାର ଆକାର ଛୋଟ ରଖନ୍ତୁ।

  • ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଅଧିକ ଚଉଡ଼ା ଓ ଖୋଲାସ୍ଥାନ ଥିଲେ, ସେଠାରେ ଝରକା ନିର୍ମାଣ କରିବା ଉଚିତ ନୁହେଁ।

  • ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ବଡ଼ ଝରକା ନିର୍ମାଣ କରନ୍ତୁ। ପୂର୍ବ ଦିଗରୁ ସୂର୍ଯ୍ୟରଶ୍ମି ଓ ତାଜା ପବନ ଘର ଭିତରକୁ ଆସିବା ଦ୍ବାରା ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ।

  • ବାସ୍ତୁ ନିୟମ ଅନୁଯାୟୀ, ଘରର ଝରକା ସଂଖ୍ୟା ୪,୬, ୮ ଓ ୧୦ ଭଳି ସମ ସଂଖ୍ୟାରେ ନିର୍ମାଣ କରନ୍ତୁ। ବିସମ ସଂଖ୍ୟାରେ ଝରକା ରହିବା ଶୁଭ ହୋଇ ନଥାଏ।

  • ଝରକା ଘର ଭିତରକୁ ଖୋଲିବା ଉଚିତ ଏବଂ ଝରକାରେ ଥିବା ଆବରଣ ଦୁଇ ଭାଗରେ ବିଭକ୍ତ ହେବା ଆବଶ୍ୟକ।

  • ଦକ୍ଷିଣ ପଶ୍ଚିମ ଦିଗରେ ଝରକା ରହିବା ଶୁଭ ନୁହେଁ। ଏଭଳି କରିବା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ।

19 Feb 2022 By The Sakala

ବାସ୍ତୁ ଶାସ୍ତ୍ରରେ ଘରର ଝରକା ଓ କବାଟ ସମ୍ପର୍କିତ କ’ଣ ରହିଛି ବାସ୍ତୁ ନିୟମ, ଆସନ୍ତୁ ଜାଣିବା…..

ଘରେ ସକାରାତ୍ମକ ଶକ୍ତି ସୃଷ୍ଟି କରିବା କ୍ଷେତ୍ରରେ କବାଟ ଓ ଝରକାର ଗୁରୁତ୍ବ ଅଧିକ। ତେଣୁ ବାସ୍ତୁ ଶାସ୍ତ୍ରରେ ଝରକା ଓ କବାଟ ସମ୍ପର୍କିତ କିଛି ବାସ୍ତୁ ନିୟମ ରହିଛି। ସେହିସବୁ ନିୟମଗୁଡ଼ିକ ହେଉଛି –

  • ପଶ୍ଚିମ ଓ ଦକ୍ଷିଣ ଦିଗରେ ଝରକା ନିର୍ମାଣ କରିବାକୁ ଚାହୁଁଥିଲେ, ଝରକାର ଆକାର ଛୋଟ ରଖନ୍ତୁ।

  • ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଅଧିକ ଚଉଡ଼ା ଓ ଖୋଲାସ୍ଥାନ ଥିଲେ, ସେଠାରେ ଝରକା ନିର୍ମାଣ କରିବା ଉଚିତ ନୁହେଁ।

  • ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ବଡ଼ ଝରକା ନିର୍ମାଣ କରନ୍ତୁ। ପୂର୍ବ ଦିଗରୁ ସୂର୍ଯ୍ୟରଶ୍ମି ଓ ତାଜା ପବନ ଘର ଭିତରକୁ ଆସିବା ଦ୍ବାରା ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ।

  • ବାସ୍ତୁ ନିୟମ ଅନୁଯାୟୀ, ଘରର ଝରକା ସଂଖ୍ୟା ୪,୬, ୮ ଓ ୧୦ ଭଳି ସମ ସଂଖ୍ୟାରେ ନିର୍ମାଣ କରନ୍ତୁ। ବିସମ ସଂଖ୍ୟାରେ ଝରକା ରହିବା ଶୁଭ ହୋଇ ନଥାଏ।

  • ଝରକା ଘର ଭିତରକୁ ଖୋଲିବା ଉଚିତ ଏବଂ ଝରକାରେ ଥିବା ଆବରଣ ଦୁଇ ଭାଗରେ ବିଭକ୍ତ ହେବା ଆବଶ୍ୟକ।

  • ଦକ୍ଷିଣ ପଶ୍ଚିମ ଦିଗରେ ଝରକା ରହିବା ଶୁଭ ନୁହେଁ। ଏଭଳି କରିବା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ।

https://www.thesakala.in/special/importance-of-windows-and-doors-of-a-house-in-vastu/article-9374
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର