ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ପଜିଟିଭ୍

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। प्रदेश सरकार की सभी गतिविधियां सामान्य रूप से संचालित हो रही हैं। इस बीच जो लोग भी मेरे संपर्क में आएं हैं वह अपनी जांच अवश्य करा लें और एहतियात बरतें। — Yogi Adityanath (@myogiadityanath) April 14, […]

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି।

ସେ ଟ୍ବିଟ କରି କହିଛନ୍ତି ଯେ, ବର୍ତ୍ତମାନ ମୁଁ ସଂଗରୋଧରେ ଅଛି । ଯଦି କେହି ମୋ ସଂସ୍ପର୍ଶରେ ଆସିଛନ୍ତି ତିବେ ନିଜର ପରୀକ୍ଷା କରାଇନିଅନ୍ତୁ। ବର୍ତ୍ତମାନ ନିଜ ଘରେ ସେ ସଂଗରୋଧରେ ଅଛନ୍ତି, କରୋନାର ସମସ୍ତ ଗାଇଡଲାଇନ ପାଳନ କରୁଛନ୍ତି । ଏହାସହ ସମସ୍ତ କାର୍ଯ୍ଯ ଭର୍ଚୁଆଲରେ କରୁଛନ୍ତି।

About The Author: The Sakala