ଶ୍ରୀଲଙ୍କାରେ ଭାରତୀୟ ଦୂତାବାସ ପକ୍ଷରୁ ଶିବରାତ୍ରୀ ପାଳନ

କଲୋମ୍ବୋ: ମହାଶିବରାତ୍ରୀ ଅବସରରେ ଶ୍ରୀଲଙ୍କାରେ ଭାରତୀୟ ଦୂତାବାସର ହାଇକମିଶନର ମହାଦେବଙ୍କର ପୂଜା କରିଛନ୍ତି। ହାଇକମିଶନର ଗୋପାଳ ବାଗଲେ ରାମସେତୁ ନିକଟରେ ଏହି ପୂଜା କରିଛନ୍ତି। ଏ ସମ୍ପର୍କରେ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ବିଟ କରାଯାଇଛି। High Commissioner offered prayers at Ramsethu -the connecting bridge between #India & #lka for centuries. He prayed 4 reinforcement of strong bonds between the people of #India & […]

କଲୋମ୍ବୋ: ମହାଶିବରାତ୍ରୀ ଅବସରରେ ଶ୍ରୀଲଙ୍କାରେ ଭାରତୀୟ ଦୂତାବାସର ହାଇକମିଶନର ମହାଦେବଙ୍କର ପୂଜା କରିଛନ୍ତି। ହାଇକମିଶନର ଗୋପାଳ ବାଗଲେ ରାମସେତୁ ନିକଟରେ ଏହି ପୂଜା କରିଛନ୍ତି। ଏ ସମ୍ପର୍କରେ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ବିଟ କରାଯାଇଛି।

ରାମସେତୁ ଦୀର୍ଘ ବର୍ଷ ହେବ ଭାରତ ଓ ଶ୍ରୀଲଙ୍କାକୁ ଯୋଡୁଥିବା କନେକ୍ଟିଂ ବ୍ରିଜ୍। ଦୁଇ ଦେଶ ଭିତରେ ଶତାଧିକ ବର୍ଷ ପୁରୁଣା ଲିଙ୍କ ଓ ଐତିହାସିକ ସରଞ୍ଚନାର ଭୂମିକାକୁ ମନେପକାଇ ଭାରତ ଶ୍ରୀଲଙ୍କାର ବନ୍ଧୁତ୍ବ ମଜବୁତ ହୋବାର କାମନା କରିଛନ୍ତି। ରାମସେତୁରେ ପୂଜା ପରେ ହାଇକମିଶନର ଥିରୁକିତେଶ୍ବରମ୍ ମନ୍ଦିରରେ ପହଁଞ୍ଚି ଶିବରାତ୍ରୀ ଅବସରରେ ପୂଜା କରିଛନ୍ତି।

About The Author: The Sakala