ଖଣି ମାଫିଆଙ୍କ ଗୁଣ୍ଡାରାଜ: ଚଢାଉ ବେଳେ ପୁଲିସକୁ ଡମ୍ପର ଚଢ଼ାଇ କଲେ ହତ୍ଯା

ହରିୟାଣା: ଖଣିମାଫିଆଙ୍କ ଗୁଣ୍ଡାରାଜ । ପୁଲିସକୁ  ଡମ୍ପର ଚଢ଼ାଇ କଲେ ହତ୍ଯା । ଏଭଳି ଅଭାବନୀୟ ଘଟଣା ହରିୟାଣାରେ ଘଟିଛି। ବେଆଇନ ଚୋରା ଚାଲାଣ ହେଉଥିବା ଖବର ପାଇଁ  DSP ସୁରେନ୍ଦ୍ର ସିଂହ ବିଷ୍ଣୋଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଯାଞ୍ଚ ବେଳେ  ଖଣିମାଫିଆ ତାଙ୍କୁ ଡମ୍ପର ଚଢ଼ାଇ ବୀଭତ୍ସ ହତ୍ୟା କରିଛନ୍ତି। ରାସ୍ତାକଡ଼ରେ ଡିଏସପିଙ୍କ ମୃତଦେହ ପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରାଧୀଙ୍କୁ ଛଡ଼ାଯିବନି ବୋଲି ଟ୍ୱିଟ୍ କରିଛି ହରିୟାଣା ପୁଲିସ […]

ହରିୟାଣା: ଖଣିମାଫିଆଙ୍କ ଗୁଣ୍ଡାରାଜ । ପୁଲିସକୁ  ଡମ୍ପର ଚଢ଼ାଇ କଲେ ହତ୍ଯା । ଏଭଳି ଅଭାବନୀୟ ଘଟଣା ହରିୟାଣାରେ ଘଟିଛି। ବେଆଇନ ଚୋରା ଚାଲାଣ ହେଉଥିବା ଖବର ପାଇଁ  DSP ସୁରେନ୍ଦ୍ର ସିଂହ ବିଷ୍ଣୋଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଯାଞ୍ଚ ବେଳେ  ଖଣିମାଫିଆ ତାଙ୍କୁ ଡମ୍ପର ଚଢ଼ାଇ ବୀଭତ୍ସ ହତ୍ୟା କରିଛନ୍ତି। ରାସ୍ତାକଡ଼ରେ ଡିଏସପିଙ୍କ ମୃତଦେହ ପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରାଧୀଙ୍କୁ ଛଡ଼ାଯିବନି ବୋଲି ଟ୍ୱିଟ୍ କରିଛି ହରିୟାଣା ପୁଲିସ । ଅଭିଯୁକ୍ତଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଯାଇଛି।

About The Author: The Sakala