ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା। ଦକ୍ଷିଣ କୋରିଆ ସାହିତ୍ୟିକା ହାନ୍‌ କାଙ୍ଗ୍‌ ପାଇବେ ନୋବେଲ। ୫୩ ବର୍ଷୀୟା ହାନ୍‌ କାଙ୍ଗ୍‌ ଜୀବନଧର୍ମୀ ଆଧ୍ୟାତ୍ମିକ ଲେଖା ପାଇଁ ଏହି ସମ୍ମାନଜନକ ନୋବେଲ ପୁରସ୍କାର ପାଇବେ।

About The Author: The Sakala