ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା NISAR ଉପଗ୍ରହ, ଜଳବାୟୁ ଓ ବିପର୍ଯ୍ୟୟ ତଥ୍ୟ ହାସଲରେ ହେବ ସହାୟକ…

ନୂଆଦିଲ୍ଲୀ: ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା NISAR ଉପଗ୍ରହ । GSLV-F16 ଜରିଆରେ ମହାକାଶ ପଠାଗଲା NISAR। ISRO ଏବଂ NASAର ମିଳିତ ବିକଶିତ NISAR। ଜଳବାୟୁ ଓ ବିପର୍ଯ୍ୟୟ ତଥ୍ୟ ହାସଲରେ ହେବ ସହାୟକ ହେବ। ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ ପୃଥିବୀର ଚକ୍କର କାଟିବ ନିସାର ।  ୧୨ ଦିନରେ ୧,୨୭୩ର ପୃଥିବୀର ଚକ୍କର କାଟିବ ନିସାର ସାଟେଲାଇଟ୍ । ଆଉ ଏତିକି ସମୟ ଭିତରେ ଭୂପୃଷ୍ଠର ପ୍ରତ୍ୟେକ ଇଞ୍ଚର ମ୍ୟାପ୍ ପ୍ରସ୍ତୁତ କରି […]

ନୂଆଦିଲ୍ଲୀ: ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା NISAR ଉପଗ୍ରହ । GSLV-F16 ଜରିଆରେ ମହାକାଶ ପଠାଗଲା NISAR। ISRO ଏବଂ NASAର ମିଳିତ ବିକଶିତ NISAR। ଜଳବାୟୁ ଓ ବିପର୍ଯ୍ୟୟ ତଥ୍ୟ ହାସଲରେ ହେବ ସହାୟକ ହେବ।

ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ ପୃଥିବୀର ଚକ୍କର କାଟିବ ନିସାର ।  ୧୨ ଦିନରେ ୧,୨୭୩ର ପୃଥିବୀର ଚକ୍କର କାଟିବ ନିସାର ସାଟେଲାଇଟ୍ । ଆଉ ଏତିକି ସମୟ ଭିତରେ ଭୂପୃଷ୍ଠର ପ୍ରତ୍ୟେକ ଇଞ୍ଚର ମ୍ୟାପ୍ ପ୍ରସ୍ତୁତ କରି ତଥ୍ୟ ପଠାଇବ । ପାରମ୍ପରିକ ସାଟେଲାଇଟ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ‘ନିସାର ‘।  ପୃଥିବୀରେ ଦ୍ରୁତ ଗତିରେ ହେଉଥିବା ପାଣିପାଗ ପରିବର୍ତ୍ତନକୁ ବୁଝିବା ପାଇଁ ସକ୍ଷମ ନୁହେଁ ପାରମ୍ପରିକ ସାଟେଲାଇଟ୍ । ଆଉ ଏହାକୁ ଦୃଷ୍ଟିରେ ରଖି ‘ନିସାର’କୁ ବିକଶିତ କରିଛନ୍ତି ବୈଜ୍ଞାନିକ ।

About The Author: The Sakala