ନୂଆଦିଲ୍ଲୀ : ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନକୁ ନେଇ ଏବେ ବିଜେପିର ପୂର୍ବତନ ପ୍ରବକ୍ତା ନୂପୁର ଶର୍ମାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଛି। ଏହିକ୍ରମରେ ମୁମ୍ବାଇରେ ତାଙ୍କ ବିରୋଧରେ କରାଯାଇଥÒବା ମାମଲାକୁ ନେଇ ମୁମ୍ବାଇ ପୁଲିସ ତାଙ୍କୁ ଦିଲ୍ଲୀରେ ଖୋଜୁଥÒବା ବେଳେ ନୂପୁରଙ୍କ ପତ୍ତା ମିଳୁନାହିଁ ବୋଲି କୁହାଯାଇଛି। ଦିଲ୍ଲୀରେ ଗତ ୪ଦିନ ହେଲା ମୁମ୍ବାଇ ପୁଲିସ ତାଙ୍କୁ ଖୋଜୁ ଥÒଲେ ହେଁ ତାଙ୍କର କୌଣସି ଖୋଜ ଖବର ନାହିଁ। ମୁମ୍ୱାଇ ପୁଲିସ ରଜା ଏକାଡେମୀର ଅଭିଯୋଗକ୍ରମେ ନୂପୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହା ସହିତ ତାଙ୍କୁ ପଚରା ଉଚୁରା ପାଇଁ ନୋଟିସ୍ ଜାରି କରିଥÒଲା। ପଚରାଉଚରା ପାଇଁ ମୁମ୍ବାଇ ପୁଲିସର ଏକ ଟିମ୍ ଦିଲ୍ଲୀ ଆସିଥିବା ବେଳେ ନୂପୁରଙ୍କୁ ପାଇନଥିବା ଜଣାପଡ଼ିଛି।
ନୂପୁରଙ୍କ ପତ୍ତା ପାଉନି ମୁମ୍ବାଇ ପୁଲିସ
ନୂଆଦିଲ୍ଲୀ : ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନକୁ ନେଇ ଏବେ ବିଜେପିର ପୂର୍ବତନ ପ୍ରବକ୍ତା ନୂପୁର ଶର୍ମାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଛି। ଏହିକ୍ରମରେ ମୁମ୍ବାଇରେ ତାଙ୍କ ବିରୋଧରେ କରାଯାଇଥÒବା ମାମଲାକୁ ନେଇ ମୁମ୍ବାଇ ପୁଲିସ ତାଙ୍କୁ ଦିଲ୍ଲୀରେ ଖୋଜୁଥÒବା ବେଳେ ନୂପୁରଙ୍କ ପତ୍ତା ମିଳୁନାହିଁ ବୋଲି କୁହାଯାଇଛି। ଦିଲ୍ଲୀରେ ଗତ ୪ଦିନ ହେଲା ମୁମ୍ବାଇ ପୁଲିସ ତାଙ୍କୁ ଖୋଜୁ ଥÒଲେ ହେଁ ତାଙ୍କର କୌଣସି ଖୋଜ ଖବର ନାହିଁ। ମୁମ୍ୱାଇ ପୁଲିସ […]